
ICSE ଦଶମ ଶ୍ରେଣୀ ଲିଖିତ ପରୀକ୍ଷା ଫେବୃଆରୀ 21, 2024 ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ 28, 2024 ସୁଦ୍ଧା ଶେଷ ହେବ। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ 12, 2024 ରୁ ଆରମ୍ଭ ହୋଇ 3 ଅପ୍ରେଲ 2024 ସୁଦ୍ଧା ଶେଷ ହେବ।
ଷ୍ଟେପ୍ 2- ପ୍ରଥମ ପେଜରେ ଥିବା ‘ଡାଉନଲୋଡ୍ ICSE (ଦଶମ) କିମ୍ବା ISC (ଦ୍ୱାଦଶ) ତାରିଖ-ଶୀଟ୍ 2024’ ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ 3- ଏହାପରେ ଦୁଇ ବୋର୍ଡର ଅଲଗା ଅଲଗା ପରୀକ୍ଷା ସୂଚୀ ପେଜ୍ ଆସିବ, ଆବଶ୍ୟକତା ଅନୁସାରେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏକଜାମ୍ ଡିଟେଲ୍ସ ଜାଣନ୍ତୁ।