Month: December 2023

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ…

ସଂସଦ ସୁରକ୍ଷା ତ୍ରୁଟି ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ଯାଏ ବୃଦ୍ଧି

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ବଢାଇଛନ୍ତି କୋର୍ଟ । ପଟିୟାଲା ହାଉସ କୋର୍ଟ ଏମାନଙ୍କ ଅବଧି ୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇଛି । ଅଭିଯୁକ୍ତ ନିଲମ, ମନୋରଂଜନ, ସାଗର ଏବଂ…

ବିଳମ୍ବରେ ପାନ୍ ଆଧାର ଲିଙ୍କ୍ କରିଥିବା ଲୋକଙ୍କଠାରୁ ୨୧୨୫ କୋଟି ଆଦାୟ

ନୂଆଦିଲ୍ଲୀ: ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜୁନ୍ ୨୦୨୩ ମାଗଣାରେ ପାନ୍-ଆଧାର ଲିଙ୍କ୍ କରିବାର ଶେଷ…

ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ପ୍ରବେଶ ପ୍ରସଙ୍ଗ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ଭୁବନେଶ୍ୱର: 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଯାହାକୁ ନେଇ ଉଭୟଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି…

ବାରମ୍ବାର ଡାଉନ୍‌ ହେଉଛି ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଏକ୍ସ’

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ଏବେ ବିଭିନ୍ନ ପ୍ରକାରର ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି। ଏହି କାରଣରୁ ଗୁରୁବାର ସକାଳ ୧୧ଟାରୁ ‘ଏକ୍ସ’ ଡାଉନ୍‌ ହୋଇଥିବା ଦେଖିବାକୁ ମିଳିଛି। ଏହା ଉପଭୋକ୍ତାମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି।…

ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ, କ୍ୟାମେରାରେ ସବୁ ଦୃଶ୍ୟ କଏଦ

ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ । ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳା ରଙ୍ଗାର କାରରେ ଆସି ସହରର ମିସନ ରୋଡସ୍ଥିତ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ।…

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା…

ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ, ଟ୍ରକ୍‌ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ୫ ବର୍ଷରେ ସବୁ ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଏହି ସଡ଼କ ଦୁର୍ଘଟଣା କେତେ ପରିବାର ଉଚ୍ଛନ କରିଦେଉଥିବା ବେଳେ ଅନେକଙ୍କ ଆଖିରୁ ଆଜିବି ଶୁଖୁନି ଲୁହ । ତେବେ ଏହି…

CISF ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ

ହଟିଲା ପୁଲିସ। ସିଆଇଏସ୍‌ଏଫ୍‌ ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ। ପର୍ଲାମେଣ୍ଟ ସୁରକ୍ଷାରେ ବ୍ୟାପକ ତ୍ରୁଟି ଘଟଣା ପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ୱକୁ ନେଇ ତତ୍ପର ହୋଇ ଉଠିଛନ୍ତି ସରକାର।…

ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବ: ସୋନିଆ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଓ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ

ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଉଠୁଛୁ ପଡୁଛି ଅଯୋଧ୍ୟା। ଏଠାରେ ଆରମ୍ଭ ହୋଇଯାଇଛି ଭବ୍ୟ ଆୟୋଜନ। ଆସନ୍ତା କାଲି ଅର୍ଥାତ୍‌ ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ…