Month: December 2023

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ

ଭୁବନେଶ୍ୱର : ଗିରଫ ହେଲେ କୁବେର ଯୋଗାଣ ଅଧିକାରୀ । ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ…

କୋଟିକୋଟି ଟଙ୍କାର ଜିଏସଟି ଠକିଥିବା କମ୍ପାନି ମାଲିକଙ୍କ ‌ଜେଲରେ ଏପରି କଟିଲା ରାତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଏସଟିଏଫ ନକଲି ଇ-ୱେ ବିଲ ଜରିଆରେ କୋଟିକୋଟି ଟଙ୍କାର ଜିଏସଟି ଚୋରି କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କମର ଅହମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ର‌ାଥମିକ ଯାଞ୍ଚରୁ ଜଣାପଡ଼ିଛି ଏହି ଜିଏସଟି ଚୋରି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା…

ଭାରତୀୟ ଯୁବତୀଙ୍କୁ ପାଉନି FBI, ଘୋଷଣା କଲା ୧୦ ହଜାର ଡଲାରର ପୁରସ୍କାର

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ହୋଇ ଯା଼ଇଥିବା ୨୯ ବର୍ଷୀୟ ଭାରତୀୟ ଯୁବତୀଙ୍କୁ ଖୋଜି ଖୋଜି ନିରାଶ ହୋଇଛି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ। ଏବେ ଯୁବତୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା…

ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ

ସୁନ୍ଦରଗଡ : ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର। ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ…

କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରନ୍ତୁ; ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ଦେଶରେ ଏବେ ନିୟମିତ କେସ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରୋଗୀ ବି ଚିହ୍ନଟ ହେଲେଣି । ଏହାରି ଭିତରେ ରାଜ୍ୟ ସରକାର ବି ତପ୍ତରତା ପ୍ରକାଶ କଲେଣି ।…

ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ବେଳେ ସବୁ ‘ବିଜେପି’ ସାଂସଦ ଧାଇଁ ପଳାଇଲେ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗତ ବୁଧବାର ଦିନ ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ଘଟିଲା ବେଳେ ସମସ୍ତ ‘ବିଜେପି’ ସାଂସଦ ତୁରନ୍ତ ଧାଇଁ ପଳାଇଥିଲେ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି। ଆଜି ଦିଲ୍ଲୀସ୍ଥିତ ଜନ୍ତର ମନ୍ତରଠାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ପ୍ରତିବାଦ…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ…

ମରୁଡ଼ି ସହାୟତା ପାଇଁ ଘରୋଇ ବିମାନରେ ଗଲେ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ବିଳାସମୟ ଘରୋଇ ବିମାନରେ ସହାୟତା ମାଗିବାକୁ ଯାଇ ‘ବିଜେପି’ଦ୍ବାରା ସମାଲୋଚିତ ହୋଇଛନ୍ତି। ବିମାନରେ ସିଦ୍ଦରମୈୟାଙ୍କ ସହିତ ଯାତ୍ରା କରୁଥିବା କର୍ଣ୍ଣାଟକ କଂଗ୍ରେସ ମନ୍ତ୍ରୀ…

ଜ୍ୟାକଲିନ୍‌ଙ୍କୁ ଧମକ ଦେଲା ମହାଠକ ସୁକେଶ

ରାଗିଗଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ତଥା ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଦେଲା ଧମକ। କହିଲା ସମସ୍ତଙ୍କ ଆଗରେ ଖୋଲିଦେବି ସବୁ ରାଜ୍‌। ସମସ୍ତେ ସତ ଜାଣିବା ଉଚିତ। ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି…