ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ
ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍ଭିନ୍…
ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍ଭିନ୍…
ସମଗ୍ର ଉତ୍ତର ଭାରତରେ ଜାରି ରହିଛି ହାଡଭଙ୍ଗା ଶୀତ। ଏବେ ଏହି ଶୀତ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରିଛି କଲବଲ। କୁହୁଡିର ମୋଟା ଚାଦର ଚାରିଆଡେ ଢ଼ାଙ୍କି ରହିଛି। ଫଳରେ ଦୂରକୁ ଦେଖିବା ଅସମ୍ଭବ ହୋଇପଡିଛି। ଜିରୋ ଭିଜିବିଲିଟି ଯୋଗୁ…
ଅଧା ରହିଗଲା ୨୬ତମ ଜନ୍ମ ଦିନ। ଜନ୍ମଦିନର କ୍ୟାଣ୍ଡେଲ ନ ଲିଭୁଣୁ ଲିଭିଗଲା ଜୀବନ ଦୀପ। ପ୍ରେମିକ ହିଁ ସାଜିଲା ପ୍ରେମିକାର ହତ୍ୟାକାରୀ। ଯାହାକୁ ବିବାହ କରିବାକୁ ଲିଙ୍ଗ ବଦଳାଇଥିଲେ ତାକୁ ହିଁ କଲେ ହତ୍ୟା। ପ୍ରଥମେ ବେକୁ ଚେନ୍ରେ ବାନ୍ଧିଲା…
ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା…
ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ବୋମା ମାଡ଼ କରୁଛି। ଏହି ସମୟରେ, ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ…
ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ…
ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍-ଭାରିଏଣ୍ଟ ଜେଏନ୍.୧। ୯…
ଭୁବନେଶ୍ୱର: ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ…
ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ।…
ହିନ୍ଦୀଭାଷୀ ରାଜ୍ୟକୁ ନେଇ ଡିଏମ୍କେ ସାଂସଦ ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ ବିବାଦ ତେଜିବାରେ ଲାଗିଛି। ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ରାଜନୀତି। ଚାରିଆଡୁ ଡିଏମ୍କେ ସାଂସଦଙ୍କ ମନ୍ତବ୍ୟଙ୍କୁ ବିରୋଧ କରାଯାଉଛି। କେବଳ ସେତିକି ନୁହେଁ ସାଂସଦଙ୍କ ମନ୍ତବ୍ୟକୁ ନେଇ…