ମାଛ କିଣିଲା ବେଳେ ଡିକି ଭାଙ୍ଗି ଲୁଟ୍: ପ୍ରାକ୍ତନ ଯବାନଙ୍କର ନେଇଗଲେ ୧.୬୦ଲକ୍ଷ ଟଙ୍କା
ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ କେବଳ ଯେ, ବାଇକ୍ ଲୁଟେରା ମାତିଛନ୍ତି ତାହା ନୁହେଁ, ଏଠି ଟେକି ଭଙ୍ଗା ଚୋର ବି ମୁଣ୍ଡ ଟେକିଲେଣି। ଆଖି ପିଛୁଳାକେ ଗାଡି ଡିକି ଭାଙ୍ଗି ଟଙ୍କା ବି ଲୁଟିବା ଆରମ୍ଭ କଲେଣି। ବୁଧବାର ମଧ୍ୟାହ୍ନରେ ଖୋର୍ଦ୍ଧା…