Month: November 2023

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ଵର: ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି…

ଅନୁମତି ମିଳିବା ପରେ ଜେଲରୁ ଆସି ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ପତ୍ନୀଙ୍କୁ ଭେଟିଲେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅଦାଲତର ଅନୁମତି ମିଳିବା ପରେ ମନୀଷ ସିସୋଦିଆ ରୋଗଗ୍ରସ୍ତ ଥିବା ପତ୍ନୀଙ୍କୁ ଭେଟିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ…

ବିଷାକ୍ତ ମଦ ପିଇ ୧୯ ମୃତ; ନେତାଙ୍କ ପୁଅ ସମେତ ୭ ଗିରଫ

ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ…

ଏନଆଇଏ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା: ଥରମୋମିଟର ଓ ସୋଡ଼ାରୁ ତିଆରି କରୁଥିଲେ ବୋମା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ବିରୋଧରେ ତଦନ୍ତ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଚାର୍ଜସିଟରେ କୁହାଯାଇଛି ଯେ, ଏହି ଆତଙ୍କବାଦୀମାନେ…

ରାଜ୍ୟ ସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି । ସାରା ରାଜ୍ୟର ପ୍ରାୟ ୨୨୮ ଅନୁଷ୍ଠାନର…

ଆଇସଲ୍ୟାଣ୍ଡରେ ଜରୁରୀ ପରିସ୍ଥିତି ଘୋଷଣା, ୧୪ ଘଣ୍ଟାରେ ୮୦୦ ଭୂକମ୍ପ ଝଟକା

ଏକାଧିକ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ପାଖାପାଖି ୮୦୦ ଥର ଛୋଟ, ମଧ୍ୟମ ଏବଂ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି। ଫଳରେ ଆଗ୍ନେୟଗିରି ଉଦଗିରଣ ଆଶଙ୍କା କରି…

ଖଡଗପୁର ଠାରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପଞ୍ଜଳି…

ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା, କିନ୍ତୁ ସବୁ କିଛି ମାଫ୍‌ କରିଦେଲେ ରାଷ୍ଟ୍ରପତି ପୁଟିନ

ପ୍ରେମିକା ବ୍ରେକ କରିବାରୁ ରାଗ ସମ୍ଭାଳି ପାରିଲେ ନାହିଁ। ଅତ୍ୟନ୍ତ ନିର୍ମମ ଭାବେ ପ୍ରେମିକାଙ୍କୁ ସାଢ଼େ ୩ ଘଣ୍ଟା ପିଟିବା ସହ ଦୁଷ୍କର୍ମ କଲା। ଶେଷରେ ତାଙ୍କୁ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା…

ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ

ପୁରୀ : ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ…

କାର୍‌କୁ ଧକ୍କା ଦେଇ ଭ୍ୟାନ୍‌କୁ ପିଟିଲା ତେଲ ଟ୍ୟାଙ୍କର, ୪ ମୃତ

ଦିଲ୍ଲୀ଼-ଜୟପୁର ରାଜପଥରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ କାର୍‌ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଛନ୍ତି। କାର୍‌କୁ ପିଟିବା ପରେ ଟ୍ୟାଙ୍କରଟି ଏକ ଭ୍ୟାନ୍‌କୁ ବି…