Month: November 2023

ବର୍ଷିଲା ବିଜେପି, ଜବାବ୍ ରଖିଲା ବିଜେଡି

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। ଏହାଦ୍ବାରା…

ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ…

ଦୀପାବଳି ପାଇଁ ପ୍ରବଳ ଭିଡ଼, ରେଳ ଷ୍ଟେସନରେ ହେଲା ଦଳାଚକଟା

ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ଆଜି ଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ । ପ୍ରଶାସନ…

୧୪ରେ ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ନଭେମ୍ବର ୧୪ ତାରିଖ ସୁଦ୍ଧା ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହା ନଭେମ୍ବର ୧୬ ତାରିଖ ସୁଦ୍ଧା କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପ ସାଗରରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଘନୀଭୂତ ହେବା…

‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ପ୍ରଥମ ରାଜ୍ୟ ବନିବ ଉତ୍ତରାଖଣ୍ଡ

ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡ ୟୁସିସି…

ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ ନୁହେଁ…

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଜାରି କଲା ଘୋଷଣାପତ୍ର

ଭୋପାଳ : ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନଭେମ୍ବର ୧୧ତାରିଖରେ ନିଜର ଇସ୍ତାହାର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶାଭାଉ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି, ବିଜେପିର ଭରସା’ ଶୀର୍ଷକ…

‘ମୁଁ ଜଣେ ସେବକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ’: ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏନ୍‌ଡିଟିଭିକୁ ଏକ ସାକ୍ଷାତ୍‌କାର ଦେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ନି‌‌ଜେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ। ତାଙ୍କ କହିବା କଥା…

୪୫ ରୁ ୫୦ ହଜାରକୁ ବଢିବ ହସ୍ପିଟାଲ ବେଡ୍ ସଂଖ୍ୟା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ବଢିବ ମେଡିକାଲ ବେଡ୍ ସଂଖ୍ୟା । ଖୋଲିବ ନୂତନ ପ୍ରଥମିକ ସ୍ଵାସ୍ଥ୍ୟ କେନ୍ଦ୍ର । ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮…