ଝାରସୁଗୁଡାରୁ ସିଧାସଳଖ ବେଙ୍ଗାଲୁର ଉଡିଲା ଇଣ୍ଡିଗୋ
ଝାରସୁଗୁଡା:ଝାରସୁଗୁଡାର ସିଧା ବେଙ୍ଗାଲୁର ଉଡିଲା ବିମାନ । ଆଜିଠୁ ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଏୟାର ଲାଇନ ୱେବସାଇଟ ତଥ୍ୟ ଅନୁସାରେ, ୨ଘଣ୍ଟା ୫ ମିନିଟ ସମୟରେ ଝାରସୁଗୁଡାରୁ ବେଙ୍ଗାଲୁରରେ ପହଞ୍ଚିବ ବିମାନ…