Month: November 2023

ସାଙ୍ଗକୁ ପିଟିପିଟି ହତ୍ୟା କଲା ସାଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଦମକିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସାଙ୍ଗଙ୍କ ଠାରୁ ଆଉ ଜଣେ ସାଙ୍ଗ ମାଗି ନେଇଥିବା ସାଇକେଲ ନ ଫେରାଇବାରୁ ଉକ୍ତ ସାଙ୍ଗଙ୍କୁ ମାଡ ମାରି ହତ୍ୟା…

ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ହାଇକୋର୍ଟ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀ ନିଶାନ୍ତ ଶର୍ମାଙ୍କ ଅଭିଯୋଗ କ୍ରମେ ଡିଜିପି ସଞ୍ଜୟ କୁଣ୍ଡୁଙ୍କ ବିରୋଧରେ ଏଫ୍ଆଇଆର୍ ପଂଜିକୃତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ହିମାଚଳ…

ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌

କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍‌। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ…

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନିର୍ଦ୍ଦେଶକ ପଦ ପୂରଣ ସଂପର୍କିତ ଅଦାଲତ ଅବମାନନା ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ବ୍ୟକ୍ତିଗତ ହାଜର ହୋଇ ହାଇକୋର୍ଟକୁ…

ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇ ସାଇକଲ

ସୁନ୍ଦରଗଡ: ଦେହରେ ବଳ ନାହିଁ କି ଚାଲି ପାରୁନାହାନ୍ତି ଏହି ବୁଢୀ ମଉସୀ ଜଣଙ୍କ । ସରକାରଙ୍କ ଯୋଜନା ସତେ ଯେପରିକି ମାଉସୀଙ୍କ ପାଇଁ ପାଣି ର ଗାର ସଦୃଶ୍ୟ । ବ୍ୟାଙ୍କରୁ ଟଙ୍କା ପାଇଁ ଦୀର୍ଘ ୩୦ କି.ମି. ପର୍ଯ୍ୟନ୍ତ…

ଡାକ୍ତର ସାଜି ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌, ବନ୍ଧା ହେଲେ ୪

ଧରା ପଡ଼ିଲା ନକଲି ଡାକ୍ତରଙ୍କ ଗ୍ୟାଙ୍ଗ। ନକଲି ଡାକ୍ତର ସାଜି ଧଡାଧଡ଼ ସର୍ଜରୀ କରୁଥିଲେ ଟେକ୍ନିସିଆନ୍‌। ଲୁଟୁଥିଲେ ପୁଳାପୁଳା ଟଙ୍କା। ଚଢ଼ାଉ କରି ଏବେ ୪ ଜଣଙ୍କୁ ବାନ୍ଧିଛି ପୁଲିସ। ନୂଆଦିଲ୍ଲୀର ଗ୍ରେଟେର୍‌ କୌଳାଶ ଅଞ୍ଚଳରୁ ନକଲି ଡାକ୍ତରଙ୍କ ଏକ ଗ୍ୟାଙ୍ଗ…

ରାଜସ୍ଥାନରେ ବିଜେପି ର ନିର୍ବାଚନୀ ଇସ୍ତାହାର ଜାରି

‘ରାଜସ୍ଥାନରୁ କଂଗ୍ରେସ ହଟିବା ଜରୁରୀ। ଏଠି ଦୁର୍ନୀତି ମାମଲାରେ ଯଦି କୌଣସି ଦଳ ସବୁଠୁ ଆଗରେ ଅଛି ତାହା ହେଲେ ସେ ହେଉଛି କଂଗ୍ରେସ। ରାଜସ୍ଥାନରେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି। ମହିଳାଙ୍କ ସହ ହେଉଥିବା…

କିମ୍ସରେ କମ୍ପ୍ୟୁଟର ନେଭିଗେସନରେ ହେଲା ପ୍ରଥମ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିମ୍ସ । ଏକ ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି କିମ୍ସର ଡାକ୍ତରୀ ଟିମ । ଓଡ଼ିଶାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ନେଭିଗେସନ୍ ପ୍ରକ୍ରିୟାରେ ସଫଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିଛନ୍ତି କିମ୍ସ ଡାକ୍ତର। କିମ୍ସ ସୁପର…

ନ୍ୟୁଜ୍‌ କ୍ଲିକ୍: ସିଙ୍ଘମ୍‌ଙ୍କୁ ସମନ ପଠାଇଲା ଇଡି

ନ୍ୟୁଜ୍‌କ୍ଲିକ୍ ଫଣ୍ଡିଂ ମାମଲାରେ ଫଶିଲେ ସିଙ୍ଘମ। ବିଦେଶ ମନ୍ତ୍ରାଳୟ ଜରିଆରେ ସମନ ପଠାଇଲା ଇଡି। ନ୍ୟୁଜ୍‌କ୍ଲିକ୍‌ ଫଣ୍ଡିଂର ମନି ଲଣ୍ଡରିଂ ମାମଲାରେ ଆମେରିକାର କୋଟିପତି ନେବିଲ ରୟ ସିଙ୍ଘମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। ନେବିଲ ରୟ ବର୍ତ୍ତମାନ ଚୀନ୍‌ରେ ଅଛନ୍ତି।…

ମଣିପୁର ସରକାର ଘୋଷଣା କଲେ ‘ସ୍ଥାୟୀ ଆବାସ ଯୋଜନା’

ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର…