Month: November 2023

ରସଗୋଲା ପାଇଁ ହଣାକଟା: ୬ ଗୁରୁତର ଆହତ

ଆଗ୍ରା: ଆପଣ ଅନେକ ସମୟରେ ଶୁଣିଥିବେ ଯେ ଡିଜେ ସହ ଯୌତୁକକୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ | କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଏଠାରେ ଏକ ବିବାହ…

ଫାଇନାଲ ମ୍ୟାଚ୍‌ ବେଳେ ଟିଭି ବନ୍ଦ କରିଦେଲା ପୁଅ, ରାଗରେ ତଣ୍ଟି ଚିପି ମାରିଦେଲା ବାପା

କାନପୁର : କ୍ରିକେଟ ମ୍ୟାଚ୍‌ ପାଇଁ ପୁଅକୁ ହତ୍ୟା କଲା ବାପା। ବିଶ୍ୱକପ ଫାଇନାଲ ମ୍ୟାଚ୍‌ ବେଳେ ପୁଅ ଟିଭି ସୁଇଜ୍‌ ବନ୍ଦ କରିଦେଇଥିଲା। ଏଥିରେ ରାଗି ଯାଇ ବାପା ଜଣକ ତା’ ପୁଅର ତଣ୍ଟି ଚିପି ହତ୍ୟା କରିଛି। ଉତ୍ତର…

୧୧୩ ଟଙ୍କା ଫେରି ପାଇବା ପାଇଁ ଗୁଗୁଲ୍ ସର୍ଚ୍ଚ, ଉଡ଼ିଗଲା ୫ ଲକ୍ଷ ଟଙ୍କା

ନୂଆଦିଳ୍ଲୀ ; ଦିନକୁ ଦିନ ବୃଦ୍ଧି ପାଉଛି ସାଇବର୍ ଠକେଇ। ଇଣ୍ଟରନେଟର ବ୍ୟବହାର ବୃଦ୍ଧି ଏହାର ଆଉ ଏକ ପ୍ରମୁଖ କାରଣ। ଲୋକେ ଯେତେ ସତର୍କ ରହିଲେ ମଧ୍ୟ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି ସାଇବର ଲୁଟେରା। ଏହାରି ମଧ୍ୟରେ…

ବିଜ୍ଞାପନ ପାଇଁ ଟଙ୍କା ଅଛି, କିନ୍ତୁ ସରକାରୀ ଯୋଜନା ପାଇଁ ନାହିଁ

ନୂଆଦିଳ୍ଲୀ : ଦିଲ୍ଲୀ ସରକାରଙ୍କ ଉପରେ ରାଗିଲେ ସୁପ୍ରିମକୋର୍ଟ। ରାପିଡ୍ ରେଳ ପ୍ରୋଜେକ୍ଟ ପାଇଁ ଟଙ୍କା ନ ଦେବାରୁ ସୁପ୍ରିମକୋର୍ଟ କେଜ୍ରିଓ୍ୱାଲ ସରକାର ଉପରେ ଆଜି ଜୋରଦାର ବର୍ଷିଛନ୍ତି। ବିଜ୍ଞାପନ ପାଇଁ ଟଙ୍କା ଅଛି। ହେଲେ ସରକାରୀ ଯୋଜନା ପାଇଁ କେଜ୍ରିଓ୍ୱାଲ…

BYJU’Sକୁ ୯ ହଜାର କୋଟି ମାଗିଲା ଇଡି

ନୂଆଦିଳ୍ଲୀ : ଅଡ଼ୁଆରେ ଅନ୍‌ଲାଇନ୍‌ ଶିକ୍ଷା ପୋର୍ଟାଲ BYJU’S। ବିଦେଶୀ ଫଣ୍ଡିଂ ଆଇନ୍‌ ଉଲ୍ଲଙ୍ଘନ କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ BYJU’S ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୯ ହଜାର କୋଟି ଟଙ୍କା ଦେବାକୁ BYJU’Sକୁ ନିର୍ଦ୍ଦେଶ…

ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍‌

ନୂଆଦିଳ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର ୧୦…

ବାରାଣାସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସରୁ ଲଢିବେ ଅଜୟ ରାୟ

ବାରାଣାସୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏକ ବଡ ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ‘ବିଜେପି ହଟାଓ ଦେଶ ବଞ୍ଚାଅ’ର ବାତାବରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଁ ବନାରସରୁ…

ଆସନ୍ତା ବର୍ଷ ଭାରତ ଆସିବ ଟେସଲା ! ଜାନୁଆରିରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା । ଭାରତ ସହ ଟେସ୍ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍ଲା ଆସନ୍ତା ବର୍ଷଠାରୁ ଭାରତରେ…

ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର, ୩ ଜଣଙ୍କର ମୃତ୍ୟୁ

ପାଟନା: ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ କାର ଆଜି ପାଞ୍ଚ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଫୁଲପରାସ ଟୋଲ ପ୍ଲାଜା…

ନଡା ଜାଳୁଥିବା ଲୋକଙ୍କୁ ଜରିମାନା ସହ ଏମଏସପିରୁ ବଂଚିତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ସେମାନଙ୍କ…