Month: November 2023

ନିଜ ବାସଭବନ ସମ୍ମୁଖରେ TMC କର୍ମୀଙ୍କୁ ଗୁଳିକରି ହତ୍ୟା

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳିକରି ହତ୍ୟା। ନିଜ ବାସଭବନ ସମ୍ମୁଖରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି। ଉତ୍ତର ୨୪ ପରଗନା ଜିଲ୍ଲା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଗୁଳି କରାଯାଇଛି। ପୁଲିସର କହିବା ଅନୁସାରେ,…

ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ

ପ୍ରଥମେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ହେଲା ଦେଖାସାକ୍ଷାତ। ପରେ ଠିକ୍‌ ହେଲା ବିବାହ ଆଉ ସରିଲା ନିର୍ବନ୍ଧ। ହେଲେ ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏଭଳି କିଛି ଘଟଣା ଘଟିଛି…

କାନାଡା ନାଗରିକଙ୍କ ପାଇଁ ସମସ୍ତ ଇ-ଭିସା ସେବା ଆରମ୍ଭ କଲା ଭାରତ

କାନାଡା ନାଗରିକଙ୍କ ପାଇଁ ପୁନଃ ଆରମ୍ଭ ହେଲା ଭାରତ ଇ-ଭିସା ସେବା। ପ୍ରାୟ ଦୁଇମାସର ବିରତି ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ…

୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ !

ଭୁବନେଶ୍ୱର:ଓଡ଼ିଶାରେ ଆସନ୍ତା ତିନି ଦିନ ପାଇଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ପୂର୍ବାନୁମାନ କରିଛି । ବିଭାଗ…

ଏୟାର ଇଣ୍ଡିଆ ଉପରେ ପୁଣି ଜୋରିମାନା ଲଗାଇଲା ଡିଜିସିଏ

ଦେଢ଼ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନ ସେବା କମ୍ପାନୀ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଯାତ୍ରୀମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ବିଶେଷ କରି…

ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ

ଭୁବନେଶ୍ବର: ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା। ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ପରେ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ…

ସେନା ନିଯୁକ୍ତି ଅଭିଯାନରେ ଦଳାଚକଟା; ୩୭ ମୃତ, ୧୪୦ରୁ ଊର୍ଦ୍ଧ୍ୱ ଆହତ

ସେନା ନିଯୁକ୍ତି ଡ୍ରାଇଭ୍(ଅଭିଯାନ) ଚାଲିଥିବା ସମୟରେ ଦୁଃଖଦ ଘଟଣା। ଦଳଚକଟାରେ ୩୭ ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ। ଏଥିସହ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର କଙ୍ଗୋ ରାଜଧାନୀ ବ୍ରାଜାଭିଲେର ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ବ୍ରାଜାଭିଲେର ଏକ ଷ୍ଟାଡିୟମରେ…

ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳ ବିରୋଧରେ ଧାରଣାରେ ବସିଲେ ଘରୋଇ ବସ ମାଲିକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଲାକମୀ ବା ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ରଣ ହୁଙ୍କାର ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର…

ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି

ଭୁବନେଶ୍ୱର : ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର…

ପତଞ୍ଜଳୀକୁ ସୁପ୍ରିମକୋର୍ଟଙ୍କ ୧ କୋଟି ଟଙ୍କାର ଫାଇନ ଚେତାବନୀ

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳୀ ନିଜର ସାମଗ୍ରୀ ବିକ୍ରି କରିବା ପାଇଁ ଏଲୋପାଥି ମେଡିସିନ ବିରୋଧରେ ବିଜ୍ଞାପନ ଦେଉଛି। ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କମ୍ପାନୀକୁ ୧ କୋଟି ଟଙ୍କା ଫାଇନର…