Month: November 2023

ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ମୃତ, ୨ ଗୁରୁତର

ଅହମ୍ମଦାବାଦ : ଆୟୁର୍ବେଦିକ ସିରପ ନେଲା ଜୀବନ। ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଗୁଜରାଟର ଖେଡା…

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍

ହାଇଦ୍ରାବାଦ : ତେଲାଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍। ସକାଳ ୭ଟାରୁ ଧାଡିରେ ଛିଡା ହୋଇ ମତଦାନ କରୁଛନ୍ତି ଭୋଟର୍। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି।…

ରାଜସ୍ଥାନରେ ଫୁଟିବ ପଦ୍ମ : ଏକଜିଟ୍ ପୋଲ ଦେଲା ସଂକେତ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ତେଲେଙ୍ଗାନାରେ ଗୁରୁବାର ଅପରାହ୍ନ ୫ଟାରେ ମତଦାନ ଶେଷ ହୋଇଥିବା ବେଳେ…

ଛତିଶଗଡ଼ରେ କ୍ଷମତା ବଜାୟ ରଖିବ କଂଗ୍ରେସ !

ନୂଆଦିଲ୍ଲୀ : ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଆଜି ସାମ୍ନାକୁ ଆସିଛି।…

ପୌର ଉପନିର୍ବାଚନ: ବିଜେଡିର ବାଜିମାତ୍‌

କନ୍ଧମାଳ : ପୌର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଆଜି ଭୋଟଗଣତି ପରେ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଗତକାଲି ବୁଧବାର ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାର ୪ଟି ପୌର…

ଆସିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ, ହେଲେ ଆସିଲେନି ସୋମାଲିକା

କଟକ : ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ନୂଆ ଟ୍ଵିଷ୍ଟ ଆସିଛି। ବିଜୟଙ୍କ ଭାବି ପତ୍ନୀ ପ୍ରତ୍ୟୁଷା ନନ୍ଦ ପୂର୍ବରୁ ବିବାହିତ ଏବଂ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ ତୃପ୍ତି ରଞ୍ଜନ…

ପଡ଼ୋଶୀଙ୍କ ଘରୁ ବାହାରିଲେ ଫେରାର ଜେଇ, କହିଲେ – ଭିଜିଲାନ୍ସ ଚଢ଼ାଉ କଥା ଜାଣିନି

ଭୁବନେଶ୍ବର : ବହୁ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ଧରା ପଡ଼ିଲେ ମହାଧୂର୍ତ୍ତ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ…

ଓଡ଼ିଶାରେ ନକ୍ସଲ ଦମନ ସଫଳ ହୋଇଛି: ବିଏସଏଫ ଆଇଜି

ଭୁବନେଶ୍ବର: ଓଡ଼ିଶାରେ ନକ୍ସଲ ଗଡ଼ ଦମନ ହୋଇଛି। ଏଭଳି କହିଛନ୍ତି ବିଏସଏଫ ଆଇଜି। ସେ କହିଛନ୍ତି, ନକ୍ସଲ ଗଡ଼ କୋରାପୁଟ ଓ ମାଲକାନଗିରିରୁ ନକ୍ସଲ ସଙ୍ଗଠନ ଛତ୍ରଭଙ୍ଗ ଦେଇଛନ୍ତି। ମାଟି ଭିତରେ ଲୁଚାଇଥିବା ଅନେକ ମାଓ ସାମଗ୍ରୀ ଜବତ କରୁଛି ବିଏସଏଫ।…

ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ

ଭୁବନେଶ୍ବର: ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଛି “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ପୂର୍ବରୁ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲା। ଆଜି ସେହି କ୍ରମରେ…

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୋଗରେ ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ସ୍କୁଲରେ ଉପଜିଲ୍ଲାପାଳ ଓ ତହସିଲଦାର ପହଞ୍ଚିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ…