Month: November 2023

ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

ଭୁବନେଶ୍ୱର, ୨୫।୧୧: ରାଜ୍ୟର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନ ପରେ ରାଙ୍କ୍‌ରେ ଏହି ମାନ୍ୟତା ମିଳିଛି। ନଭେମ୍ବର ୨୦ ତାରିଖରେ ରେଭେନ୍ସା…

୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଂଘ

ଭୁବନେଶ୍ବର,୨୫।୧୧: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟମାନେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଥିଲେ। ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟସ୍ଥଳ ଗୁଡିକ ର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା…

ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୨୫ା୧୧ : ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ଧୀରେ ଧୀରେ…

ବଣଭୋଜି ସ୍ଥଳରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ମନା

ପୁରୀ: ବଣଭୋଜି ସ୍ଥଳକୁ ଏଣିକି କେହି ଏକକ ବ୍ୟବହାର୍ଯ୍ୟ(ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ୍‌ ନେଇପାରିବେ ନାହିଁ। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ୍‌ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ୍‌ ପକାଇ ପ୍ରଦୂଷିତ କରିବେ ନାହିଁ। ପୁରୀର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍‌, ଟଭାଗୋଲରା ଓ…

ଛତିଶଗଡ଼ ରାଜ୍ୟପାଳଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଜେଡି ପକ୍ଷରୁ ସମ‌ାଲୋଚନା କରାଯାଇଛି। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ନିରପକ୍ଷେ ଭୂମିକା ଗ୍ରହଣ କରିଛନ୍ତି। ମାତ୍ର କିଛିଦିନ ହେବ ଛତିଶଗଡ଼ର ରାଜ୍ୟପାଳ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ମତ ରଖିବା…

କେନ୍ଦ୍ରାପଡ଼ା, ଯାଜପୁରରେ ଗ୍ରିନ୍‌ ଆମୋନିଆ କାରଖାନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୩ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ୮୪,୯୧୮.୭୫ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୨,୨୮୧ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି…

ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲଙ୍କ ନାଁ ନେଇଥିଲେ, ଏବେ ସ୍ୱର ବଦଳାଇଲେ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିବା ଜଣେ କୋରିୟର ଏପରି ଦାବି କରିଥିଲେ। ଏହାକୁ ନେଇ ରାଜନୀତିକ…

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଭଟିଣ୍ଡା ଏସପି ସସପେଣ୍ଡ୍

ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତତ୍କାଳୀନ ଫିରୋଜପୁର ଆରକ୍ଷୀ ଅଧୀକ୍ଷକ (ଏସପି) ଗୁରବିନ୍ଦର ସିଂହ। ଗୁରବିନ୍ଦର ସିଂ ବର୍ତ୍ତମାନ…

ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହେଲା ; ସୌମ୍ୟାଙ୍କ ହତ୍ୟାକାରୀଙ୍କୁ ହେଲା ଆଜୀବନ ଜେଲ

ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ୪ଜଣ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସା‌କେତ କୋର୍ଟ ଆଜୀବନ…

୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

ଗାଜା: ଇସ୍ରାଏଲ-ହାମାସ୍‌ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଲାଗୁ ହୋଇଛି ଏବଂ ଏହା ଆଗାମୀ ୪ ଦିନ ପାଇଁ ଜାରି ରହିବ । ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍‌ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି।…