Month: November 2023

କାବୁହେଲା ଗାଁରେ ବୁଲୁଥିବା ଦନ୍ତା ହାତୀ

ଯାଜପୁର : ଗାଁରେ ବୁଲୁଥିବା ହାତୀ କାବୁ ହେଲା। ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନ ବିଭାଗ। ହାତୀକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ଆଜି ଏପରି ଖବର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଆସିଛି। ଗୋଠ ଛଡ଼ା ଦନ୍ତା…

ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ!

ଉମରକୋଟ : ପ୍ରେମିକ କ’ଣ ଏତେ ନୃଶଂସ ହୋଇପାରେ? ଦେଢ଼ ବର୍ଷର ପ୍ରମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରିଦେଲେ। ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲେ! ଏମିତି ଲୋମ ଟଙ୍କୁରା ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର…

ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ।…

ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ

ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ…

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ

ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା…

ଗରମ ଡାଲି ପଡ଼ି ବୋଝିଆ ସେବାୟତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି। ଆଜି ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ଗୁରୁତର ‌ସେବାୟତ ହେଲେ ଜମ୍ବେଶ୍ବର ବରାଡ଼ (୪୭)। ସୂଚନା ଅନୁସାରେ ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼…

୧୦ହଜାର‌ ମେଟ୍ରିକ୍‌ ଟନ୍‌ ଗଲା ଆନ୍ଧ୍ର ଓ ତାମିଲନାଡୁ

ଜୟପୁର: ଏହି ବର୍ଷ ଠାରୁ କୋରାପୁଟିଆ ମକା ମଂଜି ବିଦେଶକୁ ରପ୍ତାନୀ କରାଯିବା ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଦେଶରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଦେଶ ମଧ୍ୟରେ ବିକ୍ରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ପର୍ଯ୍ୟାୟରେ ରହିଛି ମକା ମଂଜି ଉତ୍ପାଦନ।…

ଧାନ କାଟିବା ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା,୨୧ ଶିଶୁ ଶ୍ରମିକ ଉଦ୍ଧାର

ସେମିଳିଗୁଡ଼ା : ଧାନ କାଟିବା କାର୍ଯ୍ୟରେ ନିୟୋଜନ ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା। ବସ୍ ଷ୍ଟାଣ୍ଡରୁ ୧୭ ନାବାଳିକା ଓ ୪ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ। ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଏହି ଘଟଣାରେ ପୁଲିସ ୩ ଜଣ ଦଲାଲଙ୍କୁ…

ମୃତ୍ୟୁସଂଖ୍ୟା ୬କୁ ବଢ଼ିଲା, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ା ଘାଟିରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ ୬କୁ ବୃଦ୍ଧି ପାଇଛି। ଲୁହା ରଡ଼, ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ…

ତେଜିଲା ବିବାଦ; ମୁଖ୍ୟ କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

କଟକ : ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ। ଆଠଗଡ଼ ବାବା ଧବଳେଶ୍ୱରଙ୍କ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ। ଆଜି ବଡ଼ ଓଷାରେ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ। ତେବେ ଗତକାଲିରୁ…