Month: October 2023

କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ନେଇ ବିଜେପିର ଅଭିଯୋଗ, ୫ ବର୍ଷ ତଳେ ବି ପ୍ରତିଜ୍ଞା କରିଥିଲେ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି | କଂଗ୍ରେସ ଦଳ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାରକୁ ‘ବଚନ ପତ୍ର’ ବୋଲି ନାମ ଦେଇଛି | ତେବେ କଂଗ୍ରେସର ବଚନ ପତ୍ରକୁ ନେଇ ଭାରତୀୟ…

ଇସ୍ରାଏଲକୁ ଖୋଲା ଧମକ ଦେଲେ ଇରାନର ସୁପ୍ରିମ ଲିଡର୍‌

ତେହେରାନ : ଗାଜା ଷ୍ଟ୍ରିପ୍‌ ଉପରେ ହମଲା କରୁଥିବା ଇସ୍ରାଏଲକୁ ଆଜି ଖୋଲା ଧମକ ଦେଇଛନ୍ତି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି। ଯଦି ଗାଜାରେ ଇସ୍ରାଏଲର ଅପରାଧ ଜାରି ରହିବ, ତା’ହେଲେ ସମଗ୍ର ବିଶ୍ୱରେ କେହି ବି ମୁସଲିମ…

ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବ ଆମେରିକା, ପ୍ରସ୍ତୁତ ହେଲେଣି ଆମେରିକୀୟ ସୈନ୍ୟ

ଓ୍ବାଶିଂଟନ୍‌ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ହମାସ ବିରୋଧରେ ଇସ୍ରାଏଲକୁ ସମ୍ଭାବ୍ୟ ସହାୟତା ପାଇଁ ମଧ୍ୟ-ପୂର୍ବରେ ୨ହଜାର ଆମେରିକୀୟ ସୈନ୍ୟଙ୍କୁ ନିୟୋଜନ…

ଲୋକଙ୍କୁ ଠକୁଛନ୍ତି ମୋଦି: କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛନ୍ତି। ମଙ୍ଗଳବାର କଂଗ୍ରେସ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟକୁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ ଦାବି କରିଛି ମୂଲ୍ୟ ବୃଦ୍ଧି ଯୋଗୁ…

ମହାରାଷ୍ଟ୍ର ବାଚସ୍ପତିଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ : ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଧାର୍ଯ୍ୟ କରିଥିବା ସମୟକୁ ନେଇ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନୁହଁନ୍ତି। ଯଥାଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ସୋଲିସିଟର ଜେନେରାଲ ତୁଷାର…

ଅଳ୍ପକେ ବର୍ତ୍ତିଗଲା କଂଗ୍ରେସ ସରକାର! ମହୀଶୂର ଯିବା ଯୋଜନାରେ ଥିଲେ ୨୦ ବିଧାୟକ

ନୂଆଦିଲ୍ଲୀ :କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାରରେ ସମ୍ଭାବ୍ୟ ବିଦ୍ରୋହ ଅଳ୍ପକେ ଟଳି ଯାଇଛି। ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ସତୀଶ ଜାରକିହୋଲି ସୋମବାର କଂଗ୍ରେସର ପ୍ରାୟ ୨୦ ଜଣ ବିଧାୟକଙ୍କୁ ସାଙ୍ଗ ଧରି ମହୀଶୂର ଯିବାକୁ ଯୋଜନା କରିଥିଲେ। ଏଥିପାଇଁ ବସ୍‌…

କାଲି ଇସ୍ରାଏଲ ଯିବେ ବାଇଡେନ

ଜେରୁଜେଲମ୍ : ଆସନ୍ତାକାଲି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ବାଇଡେନ ଇସ୍ରାଏଲର ରାଜଧାନୀ ତେଲ ଅବିବରେ ପହଞ୍ଚିବେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ । ନିଜ ଗସ୍ତ…

ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ବିଧାୟକ, ଖଣି ସମ୍ମୁଖରେ ୫ ହଜାର କର୍ମୀଙ୍କ ଆନ୍ଦୋଳନ ଜାରି

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଓଏମସି କୁର୍ମିତର ଖଣି ସମ୍ମୁଖରେ ମଙ୍ଗଳବାର ଜୋରଦାର ଧାରଣା ଓ ପ୍ରଦର୍ଶନ ହୋଇଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ଶ୍ରମିକମାନେ ମଙ୍ଗଳବାର…

୩ଟି ଜିଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତ ପାଇବେ…

୨୦୩୫ ସୁଦ୍ଧା ନିଜସ୍ବ ମହାକାଶ କେନ୍ଦ୍ର ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଏବେ ଗଗନଯାନ ଅଭିଯାନ ଆରମ୍ଭ କରିଛି, ଯାହାର ପ୍ରସ୍ତୁତି ଖୁବ୍ ଦ୍ରୁତ ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…