ଭାରତରେ ଥିଲେ ମହୁଆ, ଦୁବିଇରେ ଲଗିନ୍ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି
ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ତାଙ୍କ ବିରୋଧରେ…