Month: October 2023

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ…

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ଖସିପଡ଼ି ଚାଳକ ନିଖୋଜ

ପୁରୀ: ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବା ହେଲା କାଳ। ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ି ନାବିକ ନିଖୋଜ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଥାନା ଅଧୀନ ଡ୍ରୋଜର କୁଦାଠାରେ ଆଜି…

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ବାଲେଶ୍ୱର: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା। ବାଲେଶ୍ୱର ଜିଲ୍ଲାର କୁଳଡିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ଆଜିଠାରୁ ବାଘ ଗଣନା ଆରମ୍ଭ। ଏହି ଗଣନା କାର୍ଯ୍ୟ ଆଜିଠୁ ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ।…

ବଢିବନି ୟୁରିଆ ଦର, ଜାରି ରହିବ ସାର ସବସିଡି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷକମାନଙ୍କ ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ମୋଦୀ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ କୃଷକମାନଙ୍କୁ…

ଛାତ୍ର ମାଡ଼ରେ ଗୁରୁତର ଅଧ୍ୟାପକଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୯ ମାସ ପରେ ବୁର୍ଲା ମେଡ଼ିକାଲରେ ତାଙ୍କର ମୃତ୍ଯୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଅଧ୍ଯାପକ ଜଣକ…

ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ

ପୁରୀ: ଲାଇଟ ହାଉସ୍ ବେଳାଭୂମି ନିକଟ ସମୁଦ୍ରରେ ଅଘଟଣ। ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ…

ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ନିଯୁକ୍ତ କଲେ ଭାରତୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ଆସନ୍ତାକାଲି ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରି ଅଧିକାରୀକ ଭାବେ ଏହାର ଘୋଷଣା କରିବେ ବୋଲି…

ହମାସ୍ ଆତଙ୍କବାଦୀ ସଂଗଠନ ନୁହେଁ, ଏକ ମୁକ୍ତି ବାହିନୀ : ଏରଡୋଗାନ୍

ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ରକେଟ୍ ମାଡ଼ କରିଥିବା ଆତଙ୍କବାଦୀ ସଂଗଠନ ହମାସ ପ୍ରତି ତୁର୍କୀର ସହାନୁଭୂତି ପ୍ରକାଶ ପାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ୍ ତୈୟପ୍ ଏର୍ଦୋଗାନ୍ ବୁଧବାର ହାମାସକୁ ଆତଙ୍କବାଦୀ ସଂଗଠନ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି। ସଂସଦ…

ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ବଦଳିଲେ ଆଇଆଇସି ଗଲେ କାବୁଲି ବାରିକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ପୁଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କୁ ବଦଳି ହୋଇଛି। ଶ୍ରୀ ବାରିକଙ୍କୁ ମାହାଙ୍ଗା ଭଦ୍ରେଶ୍ବର ଥାନାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶିବ ପ୍ରସାଦ ବେହେରାଙ୍କୁ ନିଯୁକ୍ତି ମିଳିଛି।…

ଏନସିଇଆରଟିର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ନୂଆଦିଲ୍ଲୀ: ଏବେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’। କିଛି ଦିନ ପୂର୍ବରୁ ପରବର୍ତ୍ତୀ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ ଏନସିଇଆରଟି ପ୍ୟାନେଲ ପ୍ରସ୍ତାବ ଦେଇଥିବା ବେଳେ ଆଜି…