Month: October 2023

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା

ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା। ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା…

ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ପୁରୀ: ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି…

‘ଲିଭ୍‌-ଇନ୍‌ ରିଲେସନ୍‌ଶିପ୍‌ ଟାଇମ୍‌ ପାସ୍‌ ଭଳି, ଏଥିରେ ସ୍ଥିରତା ନାହିଁ’

ଆହ୍ଲାବାଦ : ଆଜି କାଲି ଅଧିକାଂଶ ଯୁବପିଢ଼ି ଲିଭ୍‌-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି। ହେଲେ ଏହି ଲିଭ୍‌-ଇନ୍‌ ରିଲେସନଶିପ ଟାଇମ୍‌ ପାସ୍‌ ଭଳି। ଏଥିରେ କୌଣସି ସ୍ଥିରତା ନାହିଁ। ଏଥିରେ ସଚ୍ଚୋଟତାର ଅଭାବ ରହିଥାଏ। ଏକ ମାମଲାର ଶୁଣାଣି କରି ଏଭଳି…

ବାହାଘର କାର୍ଡ ପୋଷ୍ଟ କଲା କଂଗ୍ରେସ

ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ଦଳ ପକ୍ଷରୁ କ୍ଷମତାସୀନ ବିଆରଏସ୍‌ ଓ ବିରୋଧୀ ବିଜେପି ମଧ୍ୟରେ ଥିବା ଗୁପ୍ତ ବୁଝାମଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ…

ଇଡି ଟାର୍ଗେଟ୍‌ରେ ମମତା, ମନ୍ତ୍ରୀଙ୍କ ଘରେ ରେଡ୍‌

କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍‌ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ…

ପେପର୍‌ ଲିକ୍‌ ମାମଲା, ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଜୟପୁର : ଇଡି ଜାଲରେ ପୂର୍ବତନ ଶିକ୍ଷା ମନ୍ତ୍ରୀ। ନିର୍ବାଚନ ପୂର୍ବରୁ ପେପର୍‌ ଲିକ୍ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ୍‌ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ ହୋଇଥିବା ସୂଚନା…

ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ। ଏକ ରିପୋର୍ଟ…

ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ

କତାର : ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ…

ହିମାଚଳ ପ୍ରଦେଶର କାଁଗଡ଼ାରେ ‘ପରାଗ୍ଲାଇଡର୍‌’ ନିଖୋଜ; ଠାବ କରିବାକୁ ହେଲିକପ୍ଟର୍‌ ମୁତୟନ

ଶିମ୍‌ଲା: ହିମାଚଳ ପ୍ରଦେଶର କାଁଗଡ଼ା ଜିଲ୍ଲା ଅନ୍ତର୍ଗତ ବୀଡ଼ରୁ(ବୀର୍‌) ଉଡ଼ାଣ ଆରମ୍ଭ କରି ଅନ୍ୟୂନ ୨ ଦିନ ହେବ ନିଖୋଜ ହୋଇଯାଇଥିବା ପୋଲାଣ୍ଡ୍‌ର ଜଣେ ‘ପାରାଗ୍ଲାଇଡର୍‌’ଙ୍କୁ ଠାବ କରିବା ଲାଗି ୨ଟି ହେଲିକପ୍ଟର୍‌ ମୁତୟନ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ,ସୋମବାର ଦିନ…