ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି
ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ସ୍ତରରେ ରାଜନୀତି ତେଜିବାରେ ଲାଗିଛି। ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି…