ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲା : ୩ ଅଭିଯୁକ୍ତ ଗିରଫ
ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି…
ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି…
ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ବ୍ରିଜ ଉପରୁ…
ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ…
ବେତନଟୀ ସଦର: ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଏକାଧିକ ଯାତ୍ରୀ। ସମସ୍ତଙ୍କୁ ପାଖ କେସିପୁର ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି।…
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ଆଜି ବିଜେପି ଛାଡ଼ିଛନ୍ତି। ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ…
ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି।…
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ, ଲଘୁଚାପ କ୍ଷେତ୍ର ସହ ଜଡିତ…
ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି…
ବାରିପଦା: ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଏୟାରଷ୍ଟ୍ରିପ୍ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର…
ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍ରୁ ଜିନିଷ କିଣାକିଣି…