Month: September 2023

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନଲାଗି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ…

୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

ତେଲକୋଇ: କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୁବକ ଛତିଶଗଡ଼ର ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରି ଓଡ଼ିଶା ଚାଲି ଆସିଥିଲେ। ଛତିଶଗଡ଼ ପୁଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କ ପିଛା କରୁଥିଲା। ସମ୍ପୃକ୍ତ ଯୁବକମାନେ ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ, ଭୁବନେଶ୍ୱର…

ଆଜି ପବିତ୍ର ଜନାଷ୍ଟମୀ, ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ପବିତ୍ର ଜନାଷ୍ଟମୀ । ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଶ୍ରୀ କୃଷ୍ଣ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ…

ନୂଆ ସଂସଦରେ ଚାଲିବ ବିଶେଷ ଅଧିବେଶନ

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ବିଶେଷ ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ। ଏହାପରେ ସେପ୍ଟେମ୍ବର ୧୯ ଗଣେଶ ପୂଜାରୁ ନୂଆ ବିଲଡିଂରେ ସାଂସଦମାନେ ବସିବେ। ନୂଆ ବିଲଡିଂରେ ହିଁ ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ…

ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କୁ ସୁପ୍ରିମ ସୁରକ୍ଷା

ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା। ତେବେ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍‌ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ…

ପୁରୀରେ ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ, ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ: ପୁରୀ ମାର୍କଣ୍ଡେଶ୍ୱର ସାହି ସ୍ଥିତ ରେବେସା ମଠର ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ମଠର ଜଣେ ବାବାଜୀ ଏହି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଆହତ ପୂଜକ ହେଉଛନ୍ତି ଲକ୍ଷ୍ମୀଧର ଦାସ।ସେ ୩୦ ବର୍ଷ ହେବ ପରିବାର ସହ ମଠରେ…

ସାଇବର ଠକେଇ ରୋକିବା ପାଇଁ “୧୯୩୦” ହେଲ୍ପଲାଇନ ନମ୍ବର ଜାରି କଲେ ଡିଜିପି

ଭୁବନେଶ୍ୱର: ମାତିଛନ୍ତି ସାଇବର ଲୁଟେରା । ଏହି ଅଦୃଶ୍ୟ ଲୁଟେରାଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସଇବାର ଅପରାଧର ଶୀକାର ହୋଇ ଲୋକେ ଅଭିଯୋଗ କରିବାକୁ ଗଲେ ସହଯୋଗ ମିଳୁନି । ଏହାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସାଇବର…

ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣ ଗିରଫ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି…

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି…