Month: September 2023

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ

କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ…

ବଙ୍ଗଳାରୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ମୃତଦେହ, ହତ୍ୟା କରି ଷ୍ଟୋରରେ ଲୁଚିଥିଲେ ସ୍ୱାମୀ

ବଡ଼ ଘର ବଡ଼ ଗୁମର କଥା। ପ୍ରତିଷ୍ଠିତ ଓ ଧନୀ ଭାବେ ପରିଚିତ ଥିଲେ ହେଁ ଜଣେ ୬୨ ବର୍ଷୀୟ ବୃଦ୍ଧ ଘଟାଇଛନ୍ତି ଭୟଙ୍କର କାଣ୍ଡ। ଆଇଆରଏସ ଅଫିସର ଭାବେ କାମ କରି ସାରିଥିବା ଏହି ବୃଦ୍ଧ ଜଣଙ୍କ ତାଙ୍କରି ବଙ୍ଗଳା…

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? : ବିଜେପି

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ? କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ…

ରାସ୍ତାକଡ଼ରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ, 7 ମୃତ

ମୃତ୍ୟୁ ବି ଏମିତି ଆସେ। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା 7 ଯାତ୍ରୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି ସକାଳ ସମୟରେ ତିରୁପଥୁର ଜିଲ୍ଲାରେ ଏହି ଦୁର୍ଘଟଣା…

ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଏତଲା ଦେଲେ ଅନୁ ଚୌଧୁରୀ

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍…

ଅପରାଜିତାଙ୍କ ପରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦରେ ଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଆଜି ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ ଟ୍ୱିଟ କରି କହିଥିଲେ ଯେ ଏହା ଅତ୍ୟନ୍ତ…

ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’

ନୂଆଦିଲ୍ଲୀ: ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ ପଠାଇବ। ଏଥିରେ ୩ଜଣ ଲୋକ ଯିବେ।…

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ । ଏହି ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ…

ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ…