ପ୍ରେମିକର ଗଳା କାଟି ହତ୍ୟା କଲା ପ୍ରେମିକା
ପ୍ରେମିକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକା । ପ୍ରେମିକର ଅନ୍ୟ ଆଡେ ବିବାହ ଠିକ୍ ହେବାରୁ ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ । ପ୍ରେମିକକୁ ଗଳା କାଟି ହତ୍ୟା କରିବା ପରେ ଘର ଛାଡି ଚାଲିଯାଇଥିଲା ପ୍ରେମିକା । ଉତ୍ତରାଖଣ୍ଡ…
ପ୍ରେମିକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକା । ପ୍ରେମିକର ଅନ୍ୟ ଆଡେ ବିବାହ ଠିକ୍ ହେବାରୁ ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ । ପ୍ରେମିକକୁ ଗଳା କାଟି ହତ୍ୟା କରିବା ପରେ ଘର ଛାଡି ଚାଲିଯାଇଥିଲା ପ୍ରେମିକା । ଉତ୍ତରାଖଣ୍ଡ…
କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ…
ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି…
ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା…
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ବସିଛି । ମନ୍ଦିର ନିର୍ମାଣ ସ୍ଥଳରେ ଖନନ ବେଳେ ସେଠାରୁ ପ୍ରାଚୀନ ମନ୍ଦିରର କିଛି ଅବଶେଷ ମିଳିଛି, ଯେଉଁଥିରେ କେତେକ ପ୍ରାଚୀନ ମୂର୍ତ୍ତି ଏବଂ ସ୍ତମ୍ଭ ଦେଖିବାକୁ…
ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ । ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି ଟ୍ରାକରେ ବିରାଟ ବୋଲ୍ଡର ଏବଂ…
ଯାଜପୁର: ବଦଳିଲା ଯାଜପୁର ମେଡିକାଲ କଲେଜର ନାଁ। ମେଡିକାଲ କଲେଜ ନାଁ ଯଯାତି କେଶରୀ ମେଡିକାଲ କଲେଜକୁ ପରିବର୍ତ୍ତନ ହୋଇଛି। ନୂଆ ନାଁ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭିକେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ…
ରାଜସ୍ଥାନର କୋଟାରେ କୋଚିଂ ଷ୍ଟୁଡେଣ୍ଟ୍ଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ପୁଣି ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ନିଟ୍ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ସେ ରହୁଥିବା ଛାତ୍ରୀ ନିବାସରୁ ମିଳିଛି। ଛାତ୍ରୀ ଜଣକ…
ସମ୍ବଲପୁର: ଖୋଲିଲା ହୀରାକୁଦର ଦୁଇଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ହୀରାକୁଦ ଡ୍ୟାମ୍ର ୨ଟି ଗେଟ୍ ଖୋଲାଯାଇଛି । ଉଭୟ ଡାହାଣ ଓ ବାମ ପଟରେ ଗୋଟାଏ ଲେଖାଏଁ ଗେଟ ଖୋଲାଯାଇଛି । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା…
ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଚୟନ ଓଡିଆ ଖେଳାଳିଙ୍କୁ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଅନୁଯାୟୀ ୧୩ ଖେଳିଳାଙ୍କୁ ୧୦ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଟ୍ରେନିଂ,…