ଅନାସ୍ଥା ପ୍ରସ୍ତାବ ବେଳେ ସଂସଦ ଟିଭିର ଟିକ୍ରକୁ ନେଇ ତାତିଲେ ବିରୋଧୀ
ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଲୋକସଭାରେ କଂଗ୍ରେସର ଉପ ନେତା ଗୌରବ ଗୋଗୋଇ ବିତର୍କ ଆରମ୍ଭ କରିଥିବା ବେଳେ ବିଜେପି ପକ୍ଷରୁ ନିଶିକାନ୍ତ ଦୁବେ ନିଜର ଯୁକ୍ତି ବାଢ଼ିଥିଲେ। ତେବେ ଗୌରବ ଗୋଗୋଇଙ୍କ ଭାଷଣ ପରେ ସଂସଦ…