କୋଟିପତି ଷ୍ଟୋର୍ କିପର୍: ଅବସର ପରେ ଘରୁ ମିଳିଲା ୧୦ କୋଟିର ସମ୍ପତ୍ତି
କୋଟିପତି ଷ୍ଟୋର୍ କିପର୍। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ଅବସରପ୍ରାପ୍ତ ଷ୍ଟୋର୍ କିପର୍ଙ୍କ ଘରୁ ମିଳିଛି କୋଟିଏ କି ୨ କୋଟି ନୁହେଁ, ପୂରା ୧୦ କୋଟି ଟଙ୍କା। ଟଙ୍କା ଏତେ ଥିଲା ଯେ ଶେଷରେ ଏହାକୁ ଗଣିବା ପାଇଁ ମେସିନ୍…