ଓବାମାଙ୍କ ବାସଭବନ ସମ୍ମୁଖରୁ ସନ୍ଦିଗ୍ଧ ଯୁବକ ଗିରଫ, ମିଳିଲା ବିପୁଳ ବିସ୍ଫୋରକ
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବାସଭବନ ନିକଟରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇଛି ପୁଲିସ୍। ତାଙ୍କ କାରରୁ ବହୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗିରଫ ହୋଇଥିବା ଯୁବକଙ୍କ ନାଁ, ଟେଲର ଟରଣ୍ଟୋ…