Month: July 2023

ଅମରନାଥ ଯାତ୍ରା ପରେ ଦୁଇ ବିଦେଶୀଙ୍କ ପୂରା ହେଲା ୪୦ବର୍ଷ ପୂର୍ବରୁ ଦେଖିଥିବା ସ୍ବପ୍ନ

ନୂଆଦିଲ୍ଲୀ: ଚଳିତବର୍ଷ ଯେବେଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି ସେହିଦିନ ଠାରୁ ଆରମ୍ଭ କରି ଏଯାବତ ୩ଲକ୍ଷ ୬୦ହଜାର ଭକ୍ତ ଅମରନାଥ ବାବାଙ୍କ ଦର୍ଶନ କରି ସାରିଥିବା ଜଣାପଡ଼ିଛି। ଏଥିରେ ଦୁଇଜଣ ଆମେରିକୀୟ ନ‌ାଗରିକ ବି ସାମିଲ ଅଛନ୍ତି। ଏହି ଦୁଇ…

୧୨ ଲକ୍ଷ ଖର୍ଚ୍ଚ କରି ମଣିଷରୁ କୁକୁର ହୋଇଥିବା ବ୍ୟକ୍ତି ପ୍ରଥମଥର ପାର୍କରେ ଚାଲିଲେ

ନୂଆଦିଲ୍ଲୀ : ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। ଟୋକୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ…

ଶରଦ ପାୱାର କହିଲେ ପରିବର୍ତ୍ତନ ନିଶ୍ଚିତ

ମୁମ୍ବାଇ : ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା କମ୍ପନ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି…

ପୁଣି ଗୋଟିଏ ସୀମା ପାର୍‌ ଲଭଷ୍ଟୋରୀ, ଭାରତ ଆସି ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଶ୍ରୀଲଙ୍କା ଯୁବତୀ

ନୂଆଦିଲ୍ଲୀ : ଏବେ ଦେଶରେ ସୀମା ପାର୍‌ ଲଭଷ୍ଟୋରୀକୁ ନେଇ ବେଶ ଚର୍ଚ୍ଚା। ସୀମା-ସଚ୍ଚିନ ଓ ଅଞ୍ଜୁ-ନଜରୁଲ୍ଲାଙ୍କ ସୀମା ପାର ଲଭଷ୍ଟୋରୀ ଥମି ନଥିବା ବେଳେ ଏବେ ପୁଣି ଗୋଟିଏ ସମାନ ଘଟଣା ଘଟିଛି। ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ଜଣେ…

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଅଲଗା ସ୍ଥାନ କଥା କହି ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ

ନୂଆଦିଲ୍ଲୀ : ଏଠି ସେଇଆ ଘଟଛୁ, ସେଠି ସେମିତି ହେଉଛି ବୋଲି କହି ଆମେ କେବେ ହେଲେ ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ। ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।…

ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା

କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ…

ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ…

“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ

ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି…

ଜ୍ଞାନବ୍ୟାପୀ ମସଜିଦ ପରିସରରେ ତ୍ରିଶୁଳ କେଉଁଠୁ ଆସିଲା – ଯୋଗୀ

ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜ୍ଞାନବ୍ୟାପୀ ମସଜିଦ ମାମଲାର ମୁସଲିମ ଆବେଦନକାରୀ ବିବାଦର ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ।…

ଲାଲୁ ଓ ପରିବାର ସଦସ୍ୟଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟନା : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଆଜି ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି…