Month: June 2023

ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି କହିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ଗନ୍ଧୱାନି ବିଧାୟକ ଉମାଙ୍ଗ ସିଙ୍ଘହର କହିଛନ୍ତି। ଆଦିବସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକରେ ବିଧାୟକ ଉମାଙ୍ଗ…

ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ…

କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ତାରା ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି | ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ…

ପାଠକଙ୍କ ହାତକୁ ଆସିଲା ଯୁବ ଆଇଏଏସ୍ ଅଧିକାରୀ ଅମ୍ରିତ୍‌ ଋତୁରାଜଙ୍କ ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’

ଭୁବନେଶ୍ବର: ସାହିତ୍ୟରୁ ଧୀରେ ଧୀରେ ଯୁବପିଢ଼ି ଦୂରେଇ ଯାଉଥିବା ବେଳେ ‘ଅବ୍ୟକ୍ତ ଅକ୍ଷର’ ପରି ଏକ ସୁଖପାଠ୍ୟ କବିତା ବହି ରଚନା କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଆଇଏଏସ୍‌ ଅଧିକାରୀ ତଥା କବି ଅମ୍ରିତ୍‌ ଋତୁରାଜ। ସେ…

ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି: ସଞ୍ଜୟ ନାୟକ

ଭୁବନେଶ୍ବର: ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ। ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ୨ ଅଭିନେତ୍ରୀ ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି। ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି ବୋଲି ସଞ୍ଜୟ…

ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତଦେହ ନେବାକୁ ଆସୁଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ପରୀକ୍ଷା କରାଯିବ ବୋଲି କହିଛନ୍ତି। ଯେଉଁମାନଙ୍କ ମୃତଦେହ ଚିହ୍ନଟ ହୋଇସାରିଛି ସେମାନଙ୍କ ପରିବାରକୁ କେନ୍ଦ୍ର…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଆଜି ମହାପ୍ରଭୁଙ୍କ ଅଣସର ସେବାର ପଞ୍ଚମ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର…

ଭଙ୍ଗା ହେଲା ବାହନାଗା ହାଇସ୍କୁଲ : 5Tରେ ମଡେଲ ସ୍କୁଲ ଭାବରେ ହେବ ପୁନଃନିର୍ମାଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବ। 5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ଖାଦ୍ୟରେ ବିଷ ଦେଲା ବୋହୂ! ଶାଶୂ ମୃତ, ମେଡ଼ିକାଲ୍‌ ବେଡ୍‌ରେ ସ୍ୱାମୀ

ଢେଙ୍କାନାଳ : ଖାଦ୍ୟରେ ବିଷ ଦେଇଦେଲା ବୋହୂ! ଶାଶୂଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ। ପାରିବାରିକ କଳହରୁ ବୋହୂ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହେଉଛି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।…

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ, ଏମ୍ସକୁ ଫେରିଲା ମୃତଦେହ

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ଜଣଙ୍କ ମୃତଦେହ ଭୁଲବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା।ମୃତକଙ୍କ ପକେଟରୁ ମିଳିଲା ଆଧାର କାର୍ଡ। ଏଥିରୁ ଜଣାପଡ଼ିଲା ଏହା ପଶ୍ଚିମବଙ୍ଗ ନୁହେଁ ବିହାରର ମୃତଦେହ। ପଶ୍ଚିମବଙ୍ଗର ଡିଏମ୍…