Month: June 2023

ଚଢା ଦରରେ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ମୃତଦେହର ଦାବିବାର ନ ଥିଲେ ୫ ଦିନ ପରେ ହୋଇପାରେ ସଂସ୍କାର

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍‌ସକୁ ଆସିଥିବା ଅଧିକ କ୍ଷତବିକ୍ଷତ ମୃତଦେହର କେହି ଦାବିଦାର ନ ମିଳିଲେ ଆସନ୍ତା ୪-୫ ଦିନ ପରେ ଏହାକୁ ସଂସ୍କାର କରି ଦିଆଯାଇପାରେ। ଏନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ସର…

୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ା ସର୍ବାଧିକ ୪୪.୮ ଡିଗ୍ରି

ଭୁବନେଶ୍ବର: ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଥଣ୍ଡା ପବନ ପାଇବାକୁ ବ୍ୟାକୁଳ ହେଉଥିଲେ ବି ଏହା ମିଳୁନାହିଁ। ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ଏଭଳି ଅବସ୍ଥା ଦେଖାଯାଇଛି।…

କାଳବୈଶାଖୀ ଦେଲା ଦୁଃଖ: ବଜ୍ରପାତ ନେଇଗଲା ଦୁଇ ଜୀବନ, ୩ ଗୁରୁତର

ବ୍ରହ୍ମପୁର : କାଳବୈଶାଖୀ ଦେଲା ଦୁଃଖ। ବଜ୍ରପାତ ନେଇଗଲା ଦୁଇ ଜୀବନ, ଗୁରୁତର ହୋଇଛନ୍ତି ତିନିଜଣ। ସେମାନଙ୍କ ଭିତରେ ଜଣେ ନାବାଳକ ରହିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁ’ ଓ ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁ’ରେ ଘଟିଛି ଏହି…

ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କରୁଛି ଏସଟିଏଫ

ଭୁବନେଶ୍ବର: ନିଶା ବେପାର ବିରୁଦ୍ଧରେ ଏସଟିଏଫ ପକ୍ଷରୁ ଜୋରସୋରରେ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କରୁଛି ଏସଟିଏଫ । ସୂଚନା ଅ୍ନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୧୪୩୪ଟି କେସରେ ୨୨୦ ଟନ…

ପୁରୀରୁ ଦେଶର ବିଭିନ୍ନ ସ୍ଥାନକୁ ଯୋଗାଉଥିଲେ ମୋବାଇଲ୍‌ ସିମ୍‌, ଗିରଫ ହେଲେ ୮ ଅଭିଯୁକ୍ତ

କଟକ: କଟକ ସାଇବର ଥାନା ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡ଼ିଛନ୍ତି ସିମ ଚାଲାଣକାରି ଗ୍ୟାଙ୍ଗ୍‌ର ୮ ଜଣ ସଦସ୍ୟ। ଏହି ଗ୍ୟାଙ୍ଗର ସଦସ୍ୟମାନେ ପୁରୀରୁ ଦେଶର ବିଭିନ୍ନ ରାଜ୍ୟକୁ ମୋବାଇଲ ସିମ ଯୋଗାଉଥିଲେ। ସେମାନେ ଯୋଗାଉଥିବା ସିମ୍‌ଗୁଡ଼ିକ…

ତିନି ଜିଲ୍ଲାବାସୀଙ୍କୁ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ରାଜ୍ୟର ୩ଟି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଲା କଟକ ସହର ସମେତ କଟକ ଜିଲ୍ଲା, ଖୋର୍ଦ୍ଧା ଓ ଜଗତସିଂହପୁର। ଲୋକମାନେ ଘରୁ ବାହାରକୁ ଯାଉଥିଲେ ପାଣିପାଗ…

ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତର ଘର ଭାଙ୍ଗିଲେ, ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା: କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁରେ ଗୋଟିଏ ଘର ପୋଡ଼ିଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା…

ଭାରତରେ ୧୦‌ କୋଟିରୁ ଅଧିକ ଲୋକଙ୍କୁ ‌ମଧୁମେହ : ୧୩.୬ କୋଟି ଲୋକ ମଧୁମେହର ପୂର୍ବ ପର୍ଯ୍ୟାୟରେ ଅଛନ୍ତି

ଚେନ୍ନାଇ : ଭାରତରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ଦେଶରେ ସମୁଦାୟ ମଧୁମେହ ରୋଗୀଙ୍କ ସଂଖ୍ୟା ୧୦.୧ କୋଟିରୁ ଅଧିକ ହେଲାଣି। ୨୦୧୯ରେ ଦେଶରେ ୭ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବାବେଳେ ଗତ ୪…

ନିଜର ୩ ପିଲାଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିଲା, ଏବେ ମିଳିଲା ମୃତ୍ୟୁଦଣ୍ଡ

ବେଙ୍ଗାଲୁରୁ : କର୍ଣ୍ଣାଟକା ହାଇକୋର୍ଟର ଧରୱାର୍ଡ ବେଞ୍ଚ ଜଣେ ବ୍ୟକ୍ତିର ମୃତ୍ୟୁଦଣ୍ଡକୁ କାଏମ ରଖିଛନ୍ତି। ଏହି ବ୍ୟକ୍ତି ଜଣକ ନିଜର ୩ ଛୋଟ ପିଲାଙ୍କ ସମେତ ୫ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପ୍ରଥମେ ଟ୍ରାଏଲ କୋର୍ଟ ଏହି…