ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ’
ପ୍ରଳୟ ରଚିବ ବିପର୍ଯ୍ୟୟ । ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ । ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର…
ପ୍ରଳୟ ରଚିବ ବିପର୍ଯ୍ୟୟ । ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ । ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର…
ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଖଡଗପୁରରେ ଲାଇନଚ୍ୟୁତ ହୋଇଛି । ଶନିବାର ରାତିରେ ଟ୍ରେନର ଶେଷ ବଗି ଟ୍ରାକ୍ରୁ ଖସିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡିନାହିଁ ।…
କୋଲକାତା : ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟରେ ବ୍ୟାପକ ହିଂସା ଉପୁଜିଛି। ଅନେକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଏବଂ ବିଭିନ୍ନ ସ୍ଥାନରେ…
ମିରଟ: ଶୁକ୍ରବାର ସକାଳ ପ୍ରାୟ ୫ଟା ବେଳେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧପୀଠ ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ିବା ଅଭିଯୋଗରେ ଶନିବାର ଦିନ ହାପୁର ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମନ୍ଦିର କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା…
ଇମ୍ଫାଲ: ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ମିଣିପୁରର ଜଣେ ‘ବିଜେପି’ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ତାଙ୍କ ଘରେ ଗୋଟାଏ ‘ଡ୍ରପ୍ ବକ୍ସ’ ରଖି ଅଭିନବ ଉପାୟ କରିଛନ୍ତି। ଏଭଳି ଉପାୟ କରିଥିବା ବିଧାୟକ…
ମୁମ୍ବାଇ: ବିରାରସ୍ଥିତ ଏକ ଅଟ୍ଟାଳିକାର ୪ ତାଲାରୁ ଖସି ତଳ ତାଲାରେ ବସିଥିବା ଜଣେ ବ୍ୟକ୍ତିଙ୍କ କୋଳରେ ପଡ଼ିଯିବାରୁ ଜଣେ ୪ ବର୍ଷୀୟ ଝିଅ ଅତି ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି। ସଂଗୃହୀତ ସୂଚନା ଅନୁସାରେ, ଜୀବଦାନି ଦର୍ଶନ ନାମକ ସେ ଅଟ୍ଟାଳିକାରେ…
ନୂଆଦିଲ୍ଲୀ: ଆଜି ବାପା ରାଜେଶ ପାଇଲଟ୍ଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟୁଇଟ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି। ଆଜି ସକାଳେ ଟୁଇଟ୍ କରି ସଚିନ ଲେଖିଛନ୍ତି: ଶ୍ରାଦ୍ଧ ବାର୍ଷିକୀରେ ମୋର ପୂଜନୀୟ…
ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ…
ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
କେନ୍ଦୁଝର: ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…