Month: June 2023

ରେଳ ଦୁର୍ଘଟଣାରେ ଦିଆଗଲାଣି ୨୪କୋଟି କ୍ଷତିପୂରଣ

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ସହାୟତା ରାଶି ପ୍ରଦାନ ଜାରି ରହିଛି। ଭୁବନେଶ୍ବରକୁ ଆସିଥିବା ମୃତଦେହ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୧୦୭ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିରେ ବିହାରର ୪୮,…

ତଥାଗତ-ଟୋଲ୍‌ ପ୍ଲାଜା କର୍ମଚାରୀ କଥା କଟାକଟି

ପିପିଲି : ପିପିଲି ଟୋଲ୍‌ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର…

ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହେଲେ ୭୮ ଅଧିକାରୀ

କଟକ : ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି…

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗୀର : କିଛିଦିନ ତଳର ଏକ ଦୁର୍ଘଟଣା ମାମଲାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ବିବାଦ ବଢ଼ିଛି। ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୁତ୍ୟୁ ହୋଇଥିଲା। ସାଂସଦ କହିଥିଲେ, ସେ ଉକ୍ତ ଗାଡ଼ିରେ ନଥିଲେ। ଶୁକ୍ରବାର ଏକ ସାମ୍ବାଦିକ…

ନକ୍ସଲଙ୍କ ହାତରେ ଡ୍ରୋନ, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ମାଲକାନଗିରି : ନକ୍ସଲମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର। ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ…

ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆ: ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍…

BMC ଅଧିକାରୀ କହି ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଥିଲା ଲେଡି ଡନ୍, ବାନ୍ଧିଲା ପୋଲିସ

ଭୁବନେଶ୍ବର: ଲେଡ଼ି ଡନ ଗିରଫ। ଶୈଳଶ୍ରୀ ବିହାର ଅଞ୍ଚଳରେ ନିଜକୁ BMC ଅଧିକାରୀ କହି ଜୋର୍ ଜବରଦସ୍ତ ଆଦାୟ କରୁଥିଲେ ଟଙ୍କା। ଏଠାରେ ଆତଙ୍କ ଖେଲାଉଥିବା ସମୟରେ ସ୍ଥାନୀୟ ସମାଜସେବୀ ଦିଲୀପ ସାହୁ ପ୍ରତିବାଦ କରିଥଲେ। ଲେଡ଼ି ଡନଙ୍କ ସହ ଥିବା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟେଲି ଅଭିନେତ୍ରୀ ସ୍ନେହଲ ରାୟ

ମୁମ୍ବାଇ : ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ନେହଲ ରାୟଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଭିନେତ୍ରୀ ଆହତ ହୋଇଛନ୍ତି । ଅଭିନେତ୍ରୀ ଜଣକ ପୁନେ ଯାଉଥିବା ବେଳେ ଦୁଘର୍ଟଣା ହୋଇଛି। ତାଙ୍କ କାରକୁ ଏକ ଟ୍ରକ ଧକ୍କା ମାରିଛି । ଏହି ଦୁର୍ଘଟଣାରେ…

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ, ୩.୨ ତୀବ୍ରତା

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଆଜି ସକାଳେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର ତୀବ୍ରତା ୩.୨ ରହିଥିଲା । ଏହା ଭୂପୃଷ୍ଠରୁ ୩୩ କିମି ଭିତରେ କେନ୍ଦ୍ରୀଭୂତ ହୋଇଥିଲା । ତେବେ ଧନଜୀବନ କିଛି ହାନି ହୋଇନଥିବା ଖବର…

ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର, ୮୮ ଜଣ ଛାତ୍ରଛାତ୍ରୀ ଉଡ଼ିଲେ

ରାୟପୁର : ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ରେଜଲ୍ଟ କରିଥିବା ମେଧାବୀ ଛାତ୍ରଛାତ୍ରୀ ହେଲିକପ୍ଟରରେ ବୁଲିଲେ। ଛତିଶଡ଼ର ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ରାୟପୁରରେ ହେଲିକପ୍ଟରରେ ବୁଲାଇଥିଲେ ଛତିଶଗଡ଼ ସରକାର। ୮୮…