Month: June 2023

ଅମିତ ଶାହଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ- ଆପଣ କାହିଁକି ମୋଦିଙ୍କ ଉପରେ ରାଗିଛନ୍ତି

ଚେନ୍ନାଇ : ‘ଆପଣମାନେ କଠିନ ପରିଶ୍ରମ କରନ୍ତୁ ଓ ଭବିଷ୍ୟତରେ ତାମିଲନାଡୁରୁ ଜଣେ ବ୍ୟକ୍ତି ଯେପରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ, ତାହା ସୁନିଶ୍ଚିତ କରନ୍ତୁ।’ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଏହିଭଳି କିଛି କଥା…

ଗୁରୁବାର ଲ୍ୟାଣ୍ଡ‍ଫଲ କରିବ ବାତ୍ୟା ବିପର୍ଯ୍ୟୟ: ମୋଦିଙ୍କ ବୈଠକ, ଜାରି ହେଲା ହାଇ ଆଲର୍ଟ

ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ‌ଆସନ୍ତା ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର…

ଅନ୍ୟ ରାଜ୍ୟକୁ ସତର୍କ କଲେ କେଜ୍ରିୱାଲ; କହିଲେ- ଆଜି ଦିଲ୍ଲୀରେ ଯାହା ହେଲା, କାଲି ଅନ୍ୟ ରାଜ୍ୟରେ ହୋଇପାରେ

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଲୋକଙ୍କ ସହ ଯାହା ହେଲା, ତାହା ଆଗକୁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଲୋକଙ୍କ ସହ କରିପାରନ୍ତି। ତେଣୁ ସମସ୍ତେ ଏକାଠି ହୋଇ ଏହାର ବିରୋଧ କରନ୍ତୁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

କଂଗ୍ରେସ ଓ ଡିଏମ୍‌କେ ୨ଜି, ୩ଜି ଓ ୪ଜି ଦଳ : ଅମିତ୍ ଶାହ

ଚେନ୍ନାଇ : କଂଗ୍ରେସ ଓ ଡିଏମ୍‌କେ ୨ଜି, ୩ଜି, ୪ଜି ଦଳ। କରୁଣାନିଧି ପରିବାର ୩ଜି, ଏମାନଙ୍କର ୩ଟି ଜେନେରେସନ ରାଜନୀତିରେ ଆସି ଦୁର୍ନୀତିରେ ଲିପ୍ତ ଅଛନ୍ତି। ଗାନ୍ଧି ପରିବାର ୪ଜି। ରାହୁଲ ବାବା ୪ର୍ଥ ଜେନେରେସନର। ୪ ଜେନରେସନ ଧରି…

କଟକ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ରାଜନୀତି

କଟକ : କଟକ ସିଡିଏ ପେଟାନାଳ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଆରମ୍ଭ ହୋଇ ଶ୍ରେୟ ରାଜନୀତି। ପ୍ରଥମେ ବିଜେଡିର ଦୁଇ ନେତା ତଥା ସିଏମ୍‌ସି ମେୟର ସୁବାସ ସିଂ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିବା ବେଳେ…

ଭାରତୀୟ ଟିମ୍‌ର ଫ୍ଲପ୍‌ ଶୋ’, କଙ୍ଗାରୁ ଟିମ୍‌ ଜିତିନେଲା ବିଶ୍ୱ ଟେଷ୍ଟ ଚାମ୍ପୟନସିପ୍ ଟ୍ରଫି

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ର ଫ୍ଲପ ଶୋ’। ବିଶ୍ୱ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୯ ରନ୍‌ରେ ପରାସ୍ତ ହୋଇଛି। ପଞ୍ଚମ ଦିନର ଲଞ୍ଚ ପୂର୍ବରୁ ହିଁ କଙ୍ଗାରୁ ଟିମ୍‌ ବୋଲିଂ ଆଗରେ ଭଲ ବ୍ୟାଟିଂ କରିବାରେ ବିଫଳ…

ଶ୍ରୀଗୁଣ୍ଡିଚାରେ ଭକ୍ତ ହେବେ ହିନସ୍ତା; ଖୋଳତାଡ଼ ହୋଇପଡ଼ିଛି ଶ୍ରୀମନ୍ଦିର ଚାରିପାଖ, ବିଛାଡ଼ି ହୋଇପଡ଼ିଛି ଜିନିଷପତ୍ର

ପୁରୀ : ଚନ୍ଦନ ଯାତ୍ରା ଗଲା। ସ୍ନାନଯାତ୍ରା ବି ସରିଗଲା। ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର ସନ୍ଦେହ। ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ଏଯାଏଁ ସରି ପାରିଲାନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ। ଦିନରାତି ଖୋଳା…

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ…

ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ମୋହନା: ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କଟକ : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…