Month: June 2023

ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ…

ପୁରୀ ରଥଯାତ୍ରା ପାଇଁ ଗାଡ଼ି ପାର୍କିଂ

ପୁରୀ : ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେମିତି ଯିବେ । କେଉଁଠି ଗାଡ଼ି ପାର୍କିଂ କରିବେ । ଏଥିପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି। ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ…

ଭବାନୀ ମଲ୍ ନିକଟସ୍ଥ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରବଳ…

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ। ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳ । କାହାର ଆଖି ଛଳ ଛଳ ତ ଆଉ କିଏ ଜଗନ୍ନାଥଙ୍କୁ ପାଖରେ ପାଇ ଛାତି କୁଣ୍ଢେ ମୋଟ । ଆଜି ଏତେ…

ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦ: ଢେଙ୍କାନାଳରେ ବିଜେପି ପକ୍ଷରୁ ବିକ୍ଷୋଭ

ଢେଙ୍କାନାଳ: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଢେଙ୍କାନାଳ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ…

ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା, କୋଲକାତା ଯିବ ପୁଲିସ

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ।…

ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ବର : ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୨-୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ…

ବିଜୁଳି କାଟ୍ ପ୍ରତିବାଦରେ ଗ୍ରୀଡକୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ…

ଜିଲ୍ଲା ମୁଖିଆଙ୍କ ପାଖରେ ଗୁହାରୀ କଲେ ଲୋକ

ଉମରକୋଟ : ଜିଲ୍ଲାର ମୁଖିଆଙ୍କ ପାଖରେ ଗୁହାରୀ କଲେ। ଦୁଃଖ ଜଣାଇଲେ। ସବୁ ଶୁଣିବା ପରେ ୬ଟି ଅଭିଯୋଗ ତୁରନ୍ତ ସମାଧାନ କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ। ବାକି ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଦେଇଥିଲେ। ଆଜି ଉମରକୋଟ୍‌ ବ୍ଲକ୍‌ କାର୍ଯ୍ୟାଳୟ…

ମଝି ଦରିଆରେ ବୁଡ଼ିଗଲା ଟ୍ରଲର

କୋଣାର୍କ : ମଝି ଦରିଆରେ ବୁଡ଼ିଗଲା ଟ୍ରଲର। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଆସିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଆସିଛି ଏପରି ଖବର। ଅସ୍ତରଙ୍ଗ ଅଞ୍ଚଳର ୬ ଜଣ ମତ୍ସ୍ୟଜୀବୀ ରବିବାର ବିଳମ୍ୱିତ…