Month: June 2023

୨୦୨୩ର ଶ୍ରେଷ୍ଠ ବାସୋପଯୋଗୀ ସହର ଭିଏନା; ତାଲିକାଭୁକ୍ତ ୧୭୩ ସହର ମଧ୍ୟରେ ଭାରତର ୫ଟି ସହର

ୱାସିଂଟନ୍‌: ନିର୍ଭରଯୋଗ୍ୟ ଭିତ୍ତିଭୂମି, ଭିନ୍ନ ସଂସ୍କୃତି ଓ ମନୋରଞ୍ଜନ ଏବଂ ଉନ୍ନତ ତଥା ତ୍ରୁଟିଶୂନ୍ୟ ଶିକ୍ଷା ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ସେବା ଯୋଗୁଁ ୨୦୨୩ ବର୍ଷ ନିମନ୍ତେ ଅଷ୍ଟ୍ରିଆର ରାଜଧାନୀ ନଗରୀ ଭିଏନା ଶ୍ରେଷ୍ଠ ବାସୋପଯୋଗୀ ସହର ମାନ୍ୟତା ପାଇଥିବା କଥା…

ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର୍‌ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ…

ବିଦ୍ରୋହ ଫେଲ ମାରିଥିଲେ ଆତ୍ମହତ୍ୟା କରିଥାନ୍ତେ ଏକନାଥ ସିନ୍ଦେ, ଲୁଚିଥିବା ସତ କହିଲେ ଶିକ୍ଷାମନ୍ତ୍ରୀ ଦୀପକ

ମୁମ୍ବାଇ : ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ…

ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ

ପାଟନା : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ…

ପରୀକ୍ଷାଗାରରେ ପ୍ରସ୍ତୁତ ‘କୁକୁଡ଼ା ମାଂସ’ ବିକ୍ରୟ ପାଇଁ ଅନୁମତି ଦେଲା ଆମେରିକା

ୱାସିଂଟନ୍‌: ପ୍ରଥମ ଥର ପାଇଁ ବୁଧବାର ଦିନ ଆମେରିକୀୟ ‘ରେଗୁଲେଟର୍‌’ମାନେ ପରୀକ୍ଷାଗାରରେ ପ୍ରାଣୀ ଜୀବକୋଷରୁ ପ୍ରସ୍ତୁତ କୁକୁଡ଼ା ମାଂସ ବା ‘ଚିକେନ୍‌’ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି। ଫଳତଃ, କାଲିଫର୍ଣ୍ଣିଆର ୨ଟି କମ୍ପାନି ଦେଶର ରେସ୍ତୋରାଁ ଏବଂ ସୁପର୍‌ମାର୍କେଟ୍‌କୁ ‘ଲ୍ୟାବ୍‌-ଗ୍ରୋନ୍‌’ ବା…

ଥାନା ବାହାରେ ବିରୋଧ କରୁଥିବାରୁ ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଗିରଫ କଲା ପୁଲିସ

ଜୟପୁର: ଗତ କିଛି ଦିନ ହେବ ରାଜସ୍ଥାନର ଅଶୋକ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ମୀନା ଗିରଫ ହେବା ପରେ ତାଙ୍କର ବହୁ…

ମୋଦୀଙ୍କୁ ରୋମ ଶାସକ ନେରୋଙ୍କ ସହ ତୁଳନା କଲେ ଦିଗବିଜୟ

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ କଂଗ୍ରେସ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା…

ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର, ବିଶ୍ବବିଦ୍ୟାଳୟରେ ନିଷିଦ୍ଧ ହେବନି ହୋଲି ପାଳନ

ଇସ୍ଲାମାବାଦ : ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଁଇଛନ୍ତି ପାକ ସରକାର ।…

ଲଣ୍ଡନ ଟ୍ରିପରେ ନୀତା ଅମ୍ବାନୀ ଧରିଥିବା ବ୍ୟାଗର ମୂଲ୍ୟରେ କିଣିପାରିବେ ଦାମୀ କାର୍

ନୂଆଦିଲ୍ଲୀ: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସଫଳ ମହିଳାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ୫୯ ବର୍ଷ ବୟସରେ ପଦାର୍ପଣ କରିଥିବା ନୀତା ନିଜ ଜୀବନ ବଞ୍ଚିବା ଶୈଳୀ ଦ୍ବାରା…

ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କର: ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ସରକାର ପରିବାର…