ମାତ୍ର ୩୨ବର୍ଷ ବୟସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକାଙ୍କ ହେଲା ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିକ୍ସ ମେଡାଲିଷ୍ଟ ଓ ବିଶ୍ବ ଚମ୍ପିଆନ ରହିଥିବା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ପରଲୋକ ହୋଇଛି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ…