ବର୍ଷିଲେ ଦିଦି, କହିଲେ- ଅମର୍ତ୍ୟ ସେନଙ୍କ ଘର ଭାଙ୍ଗିଲେ ପରିସ୍ଥିତି ଭୟଙ୍କର ହେବ
କୋଲକାତା : ‘ତୁମେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ୟ ସେନଙ୍କ ଘରେ ହାତ ମାରିଲେ ପରିସ୍ଥିତି ଭୟଙ୍କର ହେବ । ତାଙ୍କ ଘରେ ବୁଲଡୋଜର ବୁଲାଇଲେ ତା’ ଆଗରେ ମୁଁ ବସିବି । ତାଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବାକୁ…