Month: May 2023

ଶାହରୁଖ ଖାନଙ୍କ ପୁଅଙ୍କୁ ଗିରଫ କରିଥିବା ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ମାମଲା

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଅଫିସର ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼‍ଛି। ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ସମୀରଙ୍କ ନାଁରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରିଛି। ଦୁଇ…

ରଥଖଳା ଚଳଚଞ୍ଚଳ: ତିନି ରଥର ୨୫ ଚକ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ବୁଧବାର ଦିନ ୧୭ ଦିନରେ ପହଞ୍ଚିଛି। ୧୭ ଦିନ ଶେଷ ସୁଦ୍ଧା ତିନି ରଥର ୨୫ଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ବଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ…

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ। ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କର୍କଟ…

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍

ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ କରାଯାଉଥିବା ସୂଚନା । ଭୁବନେଶ୍ଵରର ବାସ ଭବନରେ ମଧ୍ଯ ଚାଲିଛି ଚଢ଼ାଉ। ଟ୍ୟାକ୍ସ ଫାଙ୍କିବା ନେଇ ରେଡ…

ରମାଦେବୀ ବିଶ୍ବବିଦ୍ୟାଳୟକୁ ଦିଆଯିବ ୟୁନିଟ୍‌-୯ ବାଳିକା ହାଇସ୍କୁଲ ଜମି

ଭୁବନେଶ୍ବର: ବନ୍ଦ ହେବାକୁ ଯାଉଛି ରାଜଧାନୀର ଆଉ ଏକ ପୁରାତନ ଉଚ୍ଚ ବିଦ୍ୟାଳୟ। ୧୯୬୭ ମସିହାରେ ସହରର ଛାତି ଉପରେ ଗଢ଼ିଉଠିଥିବା ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ସବୁଦିନ ଲାଗି ତାଲା ପକାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୫୭ ବର୍ଷ…

ଭୂଷଣ ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟର ୬ ମହଲା ଉପରୁ ପଡି ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ସମ୍ବଲପୁର : ଭୂଷଣ ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟର ୬ ମହଲା ଉପରୁ ପଡି ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ। ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି । ଶିଶୁଟିକୁ ଝାରସୁଗୁଡା ମୁଖ୍ୟ ମେଡିକାଲରେ ମୃତ ଘୋଷଣା କଲେ…

ଚଢ଼ାଉ ବେଳେ ତହସିଲ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ

ନୟାଗଡ଼ : ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ୍‌କୁ ଆକ୍ରମଣ । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଛନ୍ତି । ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରୁ…

୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଝାରସୁଗୁଡ଼ା ଭୋଟ୍ ପରେ ବିଜେଡି ପକ୍ଷରୁ ବଡ଼ ବୟାନ ଜାରି ହୋଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି ଦାସ। ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ…

୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍: ଚଳନ୍ତା କାରରେ ବିଧବାଙ୍କୁ କରିଥିଲେ ଗଣଦୁଷ୍କର୍ମ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ…

ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣା ମାମଲା: ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ

କଟକ: ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବାଣିଜ୍ୟ ଓ ପରିଵହନ ବିଭାଗ ପକ୍ଷରୁ ଏକ ବିସ୍ତ୍ରୁତ ସତ୍ୟପାଠ ଦାଖଲ କରାଯାଇଛି। ଓଡିଶା…