ଶାଗ ଖାଇ ପରିବାରର ଜଣେ ମୃତ, ଦୁଇ ଗୁରୁତର
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସାଲେଇ ପାଲି ଗାଁରେ ଘଟିଛି ଅଘଟଣ। ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।…
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସାଲେଇ ପାଲି ଗାଁରେ ଘଟିଛି ଅଘଟଣ। ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।…
ପୁରୀ : ୧୮ରେ ଗଡ଼ିବ ପୁରୀ-ହାଓ୍ଵାଡା ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୮ ତାରିଖ ମଧ୍ୟାହ୍ନରେ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର…
ଭୁବନେଶ୍ୱର : ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଥରେ OTET ପାସ୍ ହେଲେ ଏହା ଲାଇଫ ଟାଇମ ବୈଧ ରହିବ । ଏଣିକି ଥରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ…
ଭୁବନେଶ୍ବର : ପୁଣି ଥରେ ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳକୁ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମାଗାଜିନର କଭର ଷ୍ଟୋରୀରେ ସ୍ଥାନ ପାଇଛନ୍ତି ଦୂତୀ ଓ ତାଙ୍କ ବାନ୍ଧବୀ…
ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ କଟିଯିବା ଘଟଣାରେ ଆସିଲା ରିପୋର୍ଟ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରିପୋର୍ଟ ପ୍ରଦାନ କଲେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ଲାଇଟ କଟିବା ପାଇଁ ଇଡ୍କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ କୁଳପତି। ଇଡକୋ…
ଯାଜପୁର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ। ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ରାଇଘାଟି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନୀତୁ ମାରାଣ୍ଡି ଓ ତାଙ୍କର ସମ୍ପର୍କୀୟ ଶ୍ୟାମସୁନ୍ଦର ମାରାଣ୍ଡି। ଘରେ ଓଦା…
ରାଉରକେଲା : ଜିଲ୍ଲା କଂଗ୍ରେସ ଭବନ ସାଜିଲା କୁରୁକ୍ଷେତ୍ର। ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ବିଧା, ଗୋଇଠା, ମୁଥ ମାଡ଼ରେ ପରଷ୍ପର ଦୁହେଁଦୁହିଁଙ୍କୁ ଆକ୍ରମଣ କରୁଥିଲେ। ତଳେ ପଡ଼ୁଥିଲେ, ପୁଣି ଉଠି ଲଢ଼ୁଥିଲେ। ଆଗ ଧାଡ଼ିରେ…
ଢେଙ୍କାନାଳ: ତୁଟିଲା ଢେଙ୍କାନାଳ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ବକଳ ଧାରୀ ସନ୍ନ୍ୟାସୀ ଓ କୌପିନୀ ଧାରୀ ସନ୍ନ୍ୟାସୀଙ୍କ ମଧ୍ୟରେ ବିବାଦ। ବହୁଦିନ ଧରି ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୋରନ୍ଦା ଠାରେ ଏକ ମିଳିତ…
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କଟକ ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିଥିଲେ। କେଶବଧାମରେ ଆୟୋଜିତ ସଂଘର…
ଭୁବନେଶ୍ବର: ଜଲଦି ହେବ ମନ୍ତ୍ରୀ ମଣ୍ଡଳ ଅଦଳବଦଳ । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା…