Month: May 2023

ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ:୯୯.୪ % ମାର୍କ ସହ ଓଡ଼ିଶାରୁ ପ୍ରିୟଙ୍କା ଓ ବିଷ୍ଣୁ ଶ୍ରେଷ୍ଠ

ଭୁବନେଶ୍ବର: ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ (ଆଇସିଏସ୍‌ଇ) ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରବିବାର ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର…

ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଗୁରୁଦାୟିତ୍ୱ ପାଇଛି: ଏଏସ୍‌ଆଇଡିଜି

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଏହି ଗୁରୁଦାୟିତ୍ୱ ପାଇଛି। ଛ’ ମାସ କାର୍ଯ୍ୟକାଳ ଭିତରେ ମୁଁ ଓଡିଶାର ସମସ୍ତ କାର୍ଯ୍ୟକ୍ରମ କେମିତି ତ୍ୱରାନ୍ୱିତ ହେବ ସେନେଇ ଧ୍ୟାନ ଦେବି। କପିଳେଶ୍ଵର ମନ୍ଦିର ଆମର ଏବେ ତାଲିକାଭୁକ୍ତ ହୋଇଛି। ବର୍ତ୍ତମାନ ବ୍ୟସ୍ତତା…

ଭୁବନେଶ୍ବରରେ ଆଜିଠୁ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ବର: ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ରବିବାର ଠାରୁ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ବିତୀୟ ବୈଠକ ଆରମ୍ଭ ହେଉଛି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡି। ଏହି…

ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଜଗନ୍ନାଥ ସଂସ୍କୃତି ସହିତ ଆମର ଜନଜାତି ସଂସ୍କୃତିର ଗଭୀର ସଂପର୍କ ରହିଛି। ପ୍ରକୃତି ଓ ପରିବେଶର ବିଶେଷ ଗୁରୁତ୍ବ ରହିଛି। ପ୍ରକୃତି, ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର। ସ୍ବାଧୀନତା ସଂଗ୍ରାମ…

ଜାମିନ ପାଇବା ପରେ ଦେଶବାସୀଙ୍କୁ ଇମ୍ରାନଙ୍କ ସମ୍ବୋଧନ, ଆର୍ମି ଅଫିସରଙ୍କୁ କଲେ ଟାର୍ଗେଟ

ଇସଲାମାବାଦ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମିନରେ ମୁକୁଳିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଜେଲରୁ ମୁକୁଳିବା ପରେ ପ୍ରଥମଥର ପାଇଁ ଭାଷଣ ଦେଉଥିବା ଇମ୍ରାନ ସିଧାସଳଖ ଆର୍ମ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି। ସେ ଦେଶରେ…

ଆଇପିଏଲ୍‌: ରାଜସ୍ଥାନକୁ ୧୧୨ ରନରେ ହରାଇଲା ବାଙ୍ଗାଲୋର

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ…

ବାତ୍ୟା ‘ମୋକା’ର ଭୟଙ୍କର ରୂପ: ବିମାନ ବାତିଲ, ଅନେକ ଲୋକ ସ୍ଥାନାନ୍ତର

ଢାକା : ଓଡ଼ିଶା ଠାରୁ ଦୂରେଇ ଯାଇଥିବା ବାତ୍ୟା ମୋକାର ଭୟଙ୍କର ରୂପ ଧାରଣ କରିଛି। ଅତି ଭୀଷର ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହାର ପ୍ରଭାବରେ ବାଂଲାଦେଶର…

ଗୁଳିମାଡ଼ରେ ଖସିଲା ରୁଷ ସେନାର ୪ ଏୟାରକ୍ରାଫ୍ଟ

କିଭ୍ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ପୁଣି ଝଟକା ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟରକୁ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଗୋଟିଏ ସମୟରେ ୪ଟି ଏୟାରକ୍ରାଫ୍ଟ ଧ୍ୱଂସ ହେବାର କିଛି…

ବିଷାକ୍ତ ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ : ବିଷାକ୍ତ(ଅପ୍ରାକୃତ) ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି। ତାମିଲନାଡ଼ୁର ମର୍କକାନମ୍‌ରେ ଏହି ଅଘଟଣ ଘଟିଛି। ଗୁରୁତରମାନେ ପୁଡ଼ୁଚେରୀ ଜିଆଇପିଏମ୍‌ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମୃତକମାନେ…

ସୁନା ଗଚ୍ଛିତ କରି ରଖିବାରେ ଭାରତର ସ୍ଥାନ ୯ମ

ନୂଆଦିଲ୍ଲୀ : କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ସୁନା। ସୂଚନା ମୁତାବକ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି। ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି। ଯେତେବେଳେ କି ଅମେରିକା ପରେ…