Spread the love

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଏହି ଗୁରୁଦାୟିତ୍ୱ ପାଇଛି। ଛ’ ମାସ କାର୍ଯ୍ୟକାଳ ଭିତରେ ମୁଁ ଓଡିଶାର ସମସ୍ତ କାର୍ଯ୍ୟକ୍ରମ କେମିତି ତ୍ୱରାନ୍ୱିତ ହେବ ସେନେଇ ଧ୍ୟାନ ଦେବି। କପିଳେଶ୍ଵର ମନ୍ଦିର ଆମର ଏବେ ତାଲିକାଭୁକ୍ତ ହୋଇଛି। ବର୍ତ୍ତମାନ ବ୍ୟସ୍ତତା ରହିଛି। ଏହାପରେ ଅଧିକାରୀଙ୍କ ସହ ଚର୍ଚ୍ଚା ଆଲୋଚନା କରିବି ଏବଂ କେମିତି ଏକ ଭଲ ସଂରକ୍ଷଣ ପ୍ଲାନ ହୋଇପାରିବ ସେ ବିଷୟରେ ବିଶେଷଜ୍ଞମାନଙ୍କୁ ନେଇ ତାଙ୍କର ମତାମତ ନେବି ଏବଂ ସେମାନଙ୍କୁ ପଠାଇ କଣ ହୋଇପାରିବ ସେ ନେଇ ପ୍ରୋଜେକ୍ଟ କରାଯିବ ତା ପରେ ଆମେ ଆଗେଇବୁ। ମୁଁ ଆଶ୍ୱାସନା ଦେଉଛି ମୋ ଛ’ ମାସ କାର୍ଯ୍ୟକାଳରେ ମୁଁ ମୋ ବେଷ୍ଟ ଦେବି ଓଡ଼ିଶା ଲାଗି ତଥା ଶ୍ରୀ ଜଗନ୍ନାଥ ମନ୍ଦିର ଲାଗି ସମସ୍ତ ଅନୁମତି ଆମେ ଦେଇଦେଇଛୁ। ଲିଙ୍ଗରାଜ କିଛି ଆମେ ଦେଇଚୁ ଆଉ କିଛି ବିଷୟରେ ତଦାରଖ କରି ଅନୁମତି ଦିଆଯିବ ବୋଲି ଏଏସ୍‌ଆଇଡିଜି କେକେ ବାସା ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *