Month: May 2023

କଟକରେ କ୍ରିପ୍ଟୋ କେଳେଙ୍କାରୀ: ମାସକରେ କୋଟିଏ ଟଙ୍କା ଗାଏବ

କଟକ : କଟକ ସହରରେ କ୍ରିପ୍ଟୋକରେନ୍ସି ମାୟାଜାଲରେ ପଡ଼ି କୋଟିଏ ଟଙ୍କା ହରାଇଲେଣି ୬ ଜଣ। ସୋସିଆଲ୍ ମିଡିଆରେ ଭିଡିଓକୁ ଲାଇକ, ସେୟାର କରିବା କାମରେ ନିୟୋଜିତ ହୋଇଥିବା ନିବେଶକ ପରବର୍ତ୍ତି ସମୟରେ କ୍ରିପ୍ଟୋକରେନ୍ସି ଜାଲରେ ପଡ଼ିଯାଇଛନ୍ତି। ପ୍ରତି କ୍ରିପ୍ଟୋକରେନ୍ସି କିଣାବିକା…

ନିଷିଦ୍ଧ କାର୍ବାଇଡ୍‌ରେ ପାଚୁଛି ଆମ୍ବ, ଚେଇଁ ଶୋଇଛି ଖାଦ୍ୟ ସୁରକ୍ଷା ବିଭାଗ

ଜଟଣୀ: ସମ୍ପ୍ରତି ଆମ୍ବ ଋତୁ ଚାଲିଛି ଏବଂ ବଜାରରେ ବିଭିନ୍ନ କିସମର ପାଚିଲା ଆମ୍ବ ପସରା ମେଲିଗଲାଣି। ହଳଦୀ ଗୁରୁଗୁରୁ ପାଚିଲା ଆମ୍ବ ଗ୍ରାହକମାନଙ୍କୁ ଆକର୍ଷଣ କରୁଛି। କିନ୍ତୁ ପାଟିକୁ ସୁଆଦିଆ ଲାଗୁଥିବା ଏହି ସବୁ ପାଚିଲା ଆମ୍ବ ଯେ ସ୍ବାସ୍ଥ୍ୟ…

ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର : ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି

ପୁରୀ: ନବକଳେବରଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନାନାଦି ବେଶ, ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପରସିବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର। ଏହି ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବାକୁ…

ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁରର ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶା’ର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି। ବଂଶଧାରା ପୋଲ ଉପରେ ବାଇକ୍ ସହିତ ସେ ପଡ଼ିଥିଲେ। ତାଙ୍କ ମୁହଁରେ ଗୁଳି…

ଭୁବନେଶ୍ୱର ଆରଏମ୍‌ଆରସି ପରିସରରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (RMRC) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। RMRC ପରିସରରେ ଥିବା ଏକ ଷ୍ଟୋର ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା। ସର୍ଟସର୍କିଟ ଯୋଗୁ…

ବରଯାତ୍ରୀଙ୍କ ପାଇଁ ତିଆରି ହୋଇଥିଲା ମଦ, ମାଡି ବସିଲା ଅବକାରୀ ବିଭାଗ

ବାରିପଦା : ଚାଲିଛି ବାହାଘର ଋତୁ। ଆଉ ବରଯାତ୍ରୀଙ୍କୁ ଝୁମାଇବା ପାଇଁ ତିଆରି ହୋଇଥିଲା ନାମୀଦାମୀ ବ୍ରାଣ୍ଡର ମଦ। ହେଲେ ଡେଲିଭରୀ ପୂର୍ବରୁ ଫସର ଫଟାଇଦେଲା ଅବକାରୀ ବିଭାଗ। ଚଢ଼ଉ କରି ନକଲି ମଦ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ…

ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫)। ସେ ଗତକାଲି ଏକ…

ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା: କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ବର: ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଜେଲ ବିଭାଗ। ଜେଲ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା। ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ମନୋଜ ଛାବ୍ରା।…

ମାଓବାଦୀ ଖଞ୍ଜିଥିବା ଆଇଇଡିକୁ ନିଷ୍କ୍ରିୟ କଲେ ବିଏସ୍‌ଏଫ୍ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡା-ଆମପଦର କଲର୍ଭଟ ନିକଟରୁ ବିଏସ୍‌ଏଫ୍ ଯବାନମାନେ ଆଇଇଡିକୁ ନି‌ଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ବିଏସ୍ଏଫ୍‌ ୧୪୨ ବାଟାଲିଆନ ଯବାନମାନେ ଆଜି ସକାଳୁ ତେଲରାଇ ଗ୍ରାମପଞ୍ଚାୟତର ସୁଧାକୋଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସୁଧାକୋଣ୍ଡା-ଆମପଦର…

ଓଡ଼ିଶାରେ ପାକିସ୍ତାନ ଲିଙ୍କ୍: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଓଡ଼ିଆ ଯୁବକ ଗିରଫ

ଭୁବନେଶ୍ବର: ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ। ଏମାନଙ୍କୁ ନୟାଗଡ଼ ଓ ଯାଜପୁରରୁ ଗିରଫ କରିଛି ଏସଟିଏଫ୍। ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ…