Month: May 2023

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଅବଗଣନା ଆରମ୍ଭ, ୨୦ରେ ଛୁଇଁବ ଆଣ୍ଡାମାନ ସାଗର

ନୂଆଦିଲ୍ଲୀ : ମହାବାତ୍ୟା ମୋକା ସ୍ଥଳଭାଗ ଛୁଇଁବା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ତେବେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏବେ ସମସ୍ତଙ୍କ…

୭୧ହଜାର ପ୍ରାର୍ଥୀଙ୍କୁ ମିଳିବ ସରକାରୀ ଚାକିରି; ମୋଦୀ ଦେବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମଇ ୧୬ ତାରିଖ ମଙ୍ଗଳବାର ଦିନ ବିଭିନ୍ନ ସରକାରୀ ବିଭାଗରେ ସାମିଲ ହେବାକୁ ଯାଉଥିବା ୭୧,୦୦୦ ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ଭିଡିଓ କନଫରେନ୍ସିଂ…

ଇମ୍ରାନଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦେବା ପାଇଁ ପାକିସ୍ତାନ ସଂସଦରେ ହେଉଛି ଦାବି

ଇସ୍ଲାମାବାଦ : ପାକିସ୍ତାନରେ ଉତ୍ତେଜନା ଥମିବାର ନାମ ନେଉନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜନୈତିକ ପାର୍ଟି ମଧ୍ୟରେ ଉତ୍ତେଜନା ‌ଦେଖା ଦେଇଛି। ଇମ୍ରାନଙ୍କ ଜାମିନ ବିରୋଧରେ ପାକିସ୍ତାନ…

ସତ୍ୟେନ୍ଦ୍ର ଜୈନଙ୍କ ଇମୋଶନାଲ ଚିଠି ଯୋଗୁ ଅଡ଼ୁଆରେ ତିହାର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇମୋଶନାଲ ଚିଠିରେ ତରଳି ଫସିଗଲେ ତିହାର ଜେଲ୍‌ ନଂ-୭ର ସୁପରିଣ୍ଟେଣ୍ଡେଣ୍ଟ । ଏବେ ତାଙ୍କୁ ଜାରି ହୋଇଛି କାରଣ ଦର୍ଶାଓ ନୋଟିସ । ଗତ ମେ’ ୧୧ ତାରିଖରେ ଆପ୍‌ ବିଧାୟକ…

୧୦୦ କୋଟିର ମାନହାନୀ କେସରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ କଲେ କୋର୍ଟ

ବେଙ୍ଗାଲୁରୁ : କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ…

ବଢ଼ିଲା କଂଗ୍ରେସର ଅଡ଼ୁଆ: ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପାଇଲଟଙ୍କ ୧୫ ଦିନିଆ ମହଲତ

ଜୟପୁର : ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ବେଳେ…

ଆଇଏଏସ ଅଫିସର ଆଶିଷ ମୋରେଙ୍କୁ କାରଣ ଦର୍ଶାଅ ନୋଟିସ କଲେ ଆପ୍‌ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ପଦରୁ ଗତ ସପ୍ତାହରେ ବିଦା ହୋଇଥିବା ଆଇଏଏସ ଅଫିସର ଆଶିଷ ମୋରେଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟରୁ ପ୍ରଶାସନିକ କ୍ଷମତା ପାଇଥିବା ଦିଲ୍ଲୀର ଆପ୍‌ ସରକାର ଆଜି ଆଶିଷ ମୋରେଙ୍କୁ କାରଣ ଦର୍ଶାଅ…

ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ଏଫଆଇଆର, ଶାହରୁଖଙ୍କ ପରିବାରକୁ ମଗାଯାଇଥିଲା ୨୫ କୋଟି

ମୁମ୍ବାଇ : ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା…

କଂଗ୍ରେସକୁ ସମର୍ଥନ କରିବାର ସଙ୍କେତ ଦେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପାଇଁ ଆସିଛି ବଡ଼ ଖବର। ସବୁବେଳେ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ କଥା କହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ରାଜିଥିବା ସଙ୍କେତ…

ଏଏସ୍‌ଆଇ ହାତକୁ ଯିବ, ବଦଳିବ କି କପିଳେଶ୍ବର ମନ୍ଦିର ଭାଗ୍ୟ?

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପୁରୁଣା ଭୂବନେଶ୍ବରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ’ ଘୋଷଣା କରିଛି। ଏଥିସହିତ ଏହି ମନ୍ଦିରକୁ ଏଏସ୍‌ଆଇ ଅଧୀନକୁ ଆଣିବା ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ଜାରି…