Month: May 2023

ସାମ୍ବାଦିକଙ୍କ ନାଁରେ ସିବିଆଇ ମାମଲା, ୧୨ ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଛନ୍ତି ଜଣେ ଫ୍ରିଲାନ୍ସ ସାମ୍ବାଦିକ। କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ…

କର୍ଣ୍ଣାଟକରେ ଅନେକ ମୁଖ୍ୟମନ୍ତ୍ରୀ ଦାବିଦାର

ନୂଆଦିଲ୍ଲୀ : କର୍ଣ୍ଣାଟକରେ ରେକର୍ଡ ବିଜୟ ପରେ କଂଗ୍ରେସର ଚିନ୍ତା ଦୂର ହେଉନି। ଦଳ ଏଠାରେ ୧୩୫ଟି ଆସନ ଜିତି ସରକାର ଗଠନ କରିବାକୁ ସ୍ପଷ୍ଟ ବହୁମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ…

ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ । ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ? କାହାକୁ ମିଳିବ କେଉଁ ବିଭାଗ? ବଦଳିବାକୁ ଯାଉଥିବା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଅଙ୍କକଷା ଆରମ୍ଭ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଚର୍ଚ୍ଚା…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ ପ୍ରସଙ୍ଗ: ୧୯ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଆସନ୍ତା ୧୯ ତାରିଖରେ ହରତାଳ ଡାକରା ଦେଇଛି…

ପୁଲିସ୍‌ ବତାଇଲା ପେଟେଣ୍ଟ ମେଡିସିନ୍‌! ମଦ ପିଉଥିଲେ ପାଣିରେ ଝାଡ଼ା ଔଷଧ ମିଶାଇ ଦେଇଦିଅ

କଟକ : ‘ସ୍ୱାମୀ ଓ ପୁଅ ମଦ ପିଉଥିଲେ ପାଣିରେ ଝାଡ଼ା ମେଡିସିନ୍‌ ମିଶାଇ ଦେଇଦିଅ। ସେହି ପାଣି ପିଇ ଝାଡ଼ା ହୋଇଗଲେ, ଆଉ ମଦ ପିଇବେ ନାହିଁ। କହିବ ତ ମେଡ଼ିସିନ୍‌ ଲେଖିଦେବି।’ ମଦକୁ ବିରୋଧ କରି ଆନ୍ଦୋଳନ କରୁଥିବା…

କାଠଯୋଡ଼ିକୁ ପ୍ରଦୂଷିତ କରୁଛି ସିଏମ୍‌ସି, ଚର୍ମ ଓ ପେଟ ରୋଗରେ ବାସିନ୍ଦା କଲବଲ

କଟକ : ଗନ୍ଧରେ ନାକ ଫାଟି ଯାଉଛି। ଦିନକୁ ଦିନ ଅଧିକ ପ୍ରଦୂଷିତ ହେବାରେ ଲାଗିଛି କଟକର କାଠଯୋଡ଼ି ନଦୀ। ସହରର ତମାମ ଆବର୍ଜନା ପାଣି ବର୍ଷବର୍ଷ ଧରି ଏହି ନଦୀ ପାଣିରେ ମିଶୁଛି। ଏଥିଯୋଗୁ କାଠଯୋଡ଼ି ପାଣିକୁ ଜହରରେ ପରିଣତ…

୧୯ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଭୁବନେଶ୍ୱର ନ ଛାଡ଼ିବାକୁ କିଛି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ପୂର୍ବରୁ ଅପ୍ରତ୍ୟାଶିତ ଢଙ୍ଗରେ ବିଧାନସଭା ବାଚସ୍ପତିଙ୍କ ସମେତ ରାଜ୍ୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ନେଇ ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ଆଉ କିଛି ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ପାୱାର…

ରଥଖଳା ଚଳଚଞ୍ଚଳ: ୩୩ ଚକ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ରଥଖଳାରେ ରବିବାର ସୁଦ୍ଧା ତିନି ରଥର ୪୨ଟି ଚକ ମଧ୍ୟରୁ ୩୩ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଶନିବାର ଦିନ ତିନି ରଥର ୨୭ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ରବିବାର ଦିନ ୬ଟି ନିର୍ମାଣ…

ରବିବାର କର୍କଟ କେନ୍ଦ୍ରରେ ଆଡମିସନ୍‌ ବନ୍ଦ, କେବଳ ଜରୁରୀ ଚିକିତ୍ସା

କଟକ: କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ‘ପ୍ରତୀକ୍ଷା ଯନ୍ତ୍ରଣା ଅସହ୍ୟ ହେଲାଣି। ରିପୋର୍ଟ ମିଳିବା ବେଳକୁ ରୋଗୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ରେଡିଏସନ୍‌ ଚିକିତ୍ସା ହେଉ ବା ବାୟୋପ୍‌ସି ଟେଷ୍ଟ; କେଉଁଠି ୭ରୁ ୧୦ ଦିନ ଅବା କେଉଁଠି ଦୁଇରୁ ତିନି ସପ୍ତାହ। ଅପେରେସନ୍‌ ପାଇଁ…

ଶପଥ ନେଲେ ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି। ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି। ଏହି ଅବସରରେ…