ଆଦାନି-ହିଣ୍ଡେନବର୍ଗ ମାମଲା: ତଦନ୍ତ ପାଇଁ ଆଉ ୩ ମାସ ନେଲା ସେବି
ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେବର୍ଗ ଦେଇଥିବା ରିପୋର୍ଟର ତଦନ୍ତ ପାଇଁ ଆଉ ୩ ମାସ ସମୟ ନେଇଛି ସେବି। ତଦନ୍ତ ଶେଷ କରିବାକୁ ସେବି ପକ୍ଷରୁ ୬ ମାସର ସମୟ ମଗାଯାଇଥିଲା। କିନ୍ତୁ ଏହାକୁ ଅଗ୍ରାହ୍ୟ…
ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେବର୍ଗ ଦେଇଥିବା ରିପୋର୍ଟର ତଦନ୍ତ ପାଇଁ ଆଉ ୩ ମାସ ସମୟ ନେଇଛି ସେବି। ତଦନ୍ତ ଶେଷ କରିବାକୁ ସେବି ପକ୍ଷରୁ ୬ ମାସର ସମୟ ମଗାଯାଇଥିଲା। କିନ୍ତୁ ଏହାକୁ ଅଗ୍ରାହ୍ୟ…
ନୂଆଦିଲ୍ଲୀ : କଂଗ୍ରେସକୁ ସବୁବେଳେ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କର୍ଣ୍ଣାଟକା ନିର୍ବାଚନ ପରେ ସମର୍ଥନ କରିବାର ସଙ୍କେତ ଦେଇଛନ୍ତି। ମମତାଙ୍କ ଏପରି ପରବର୍ତ୍ତନ ପଛରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୱାନ ଟୁ ୱାନ ଫର୍ମୁଲା ରହିଛି।…
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଜିଜେ ବାଜିବ ନାହିଁ।…
କଟକ : କଟକ ବଡ଼ଡାକ୍ତରଖାନା(ଏସ୍ସିବି)ରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ। ଏଥିପାଇଁ ଅସ୍ଥିଶଲ୍ୟ(ଅର୍ଥୋପେଡିକ୍) ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଅନ୍ୟପଟେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବାବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି। ଯାହାକି ଆସନ୍ତା ୨୯ତାରିଖରେ ଖୋଲାଯିବ। ବର୍ତ୍ତମାନ…
ବଲାଙ୍ଗୀର : ପଦାରେ ପଡ଼ିଲା ବଲାଙ୍ଗୀର ରଜାଘର କଳି। ବିବାଦରେ କୁମାର ଅର୍କେଶ ନାରାୟଣ ସିଂହଦେଓ। ଘରକଳି ଥାନାରେ ପହଞ୍ଚିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଲାଣି । ଭାଇରାଲ ହେଉଥିବା ତଥ୍ୟ ଅନୁସାରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ…
ଖୋର୍ଦ୍ଧା: ଆଜି ଅପରାହ୍ଣରେ ଖୋର୍ଦ୍ଧା, ଟାଙ୍ଗୀ ଆଦି ଅଂଚଳରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଚିଲିକା ଉପକୂଳ ଟାଙ୍ଗୀବ୍ଲକ ଅଧୀନ ସରସ୍ୱତୀନଗର ମତ୍ସଜୀବୀଙ୍କ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବାଲିପାଟପୁର ପଂଚାୟତର ସରସ୍ୱତୀନଗର ମତ୍ସ୍ୟଜୀବୀ ସଂଘର ଦୁଷ୍ମନ୍ତ ବେହେରା, ମଳୟ…
ଭୁବନେଶ୍ବର : ଏବର୍ଷ ଚାରି ଦିନ ବିଳମ୍ବରେ ଆସିପାରେ ମୌସୁମୀ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଜୁନ ୪ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୦୨୨ରେ ମୌସୁମୀ ବାୟୁ ମେ ୨୯ ତାରିଖରେ କେରଳ ଛୁଇଁବ…
ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ପାଇଁ ଉଦ୍ୟମ ହୋଇଥିଲା । ଏଥିରେ ତିନି ଅଭିଯୁକ୍ତ ବସନ୍ତ ପ୍ରଧାନ,…
ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କରିବାକୁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା କେବଳ ଗ୍ରୀଷ୍ମ ଋତୁରେ କରାଯାଇପାରିବ ବୋଲି ପୁରୀ ଜିଲ୍ଲାପାଳ ଆଜି ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି।…
କଟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା ହୋଇଛି। ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ଏକ…