Month: May 2023

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଜମ୍ମୁକଶ୍ମୀରର ୧୫ଟି ସ୍ଥାନରେ ଏନଆଇଏର ଚଢ଼ାଉ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ନେଇ ଆଜି ଏନଆଇଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଜମ୍ମୁକଶ୍ମୀରର ସାତୋଟି ଜିଲ୍ଲାର ୧୫ଟି ସ୍ଥାନରେ ଚଢ଼ାଉ କରିଛି। ନିଷିଦ୍ଧ ସଂଗଠନ ଜମାତ-ଏ-ଇସଲାମୀର ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ…

ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଟୋକିଓ : ରୁଷ ସହ ଯୁଦ୍ଧ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଫଟୋ ପାଇଁ ପୋଜ ଦେଇଛନ୍ତି। ଏହାବାଦ ଉଭୟ ବେଶ…

କଶ୍ମୀରରେ ଜି-୨୦ ବୈଠକକୁ ଚାଇନାର ବିରୋଧ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚାଇନା କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକକୁ ବିରୋଧ କରିଛି। ସେହିପରି ତୁର୍କୀ ଓ ସାଉଦି ଆରବ ଶ୍ରୀନଗରରେ ହେବାକୁ ଥିବା ବୈଠକ ପାଇଁ ଏଯାଏ ପଞ୍ଜିକରଣ କରି ନାହାନ୍ତି। ଶୁକ୍ରବାର ଚାଇନା ବୈଦେକ…

ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛି କେନ୍ଦ୍ର: କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଜାରି କରିଥିବା ଅଧ୍ୟାଦେଶକୁ ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ଅଧ୍ୟାଦେଶ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପୋଷ୍ଟିଂ ଓ…

ସୁନ୍ଦର ପିଚାଇଙ୍କ ଘର ବିକ୍ରିହେଲା

ନୂଆଦିଲ୍ଲୀ : Google ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇର ଅଶୋକ ନଗର ସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାମିଲ ଅଭିନେତା ତଥା ପ୍ରଯୋଜକ ସି ମଣିକନ୍ଦନ ଏହି ଘରକୁ କିଣିଛନ୍ତି। ଘରର କାଗଜପତ୍ର ହସ୍ତାନ୍ତର କଲା ବେଳେ ସୁନ୍ଦର ପିଚାଇଙ୍କ…

୧୯୮୪ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ : ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍‌ ଫାଇଲ କରିଛି। ଦିଲ୍ଲୀର ଗୋଟିଏ ସ୍ୱତନ୍ତ୍ର କୋର୍ଟରେ ଚାର୍ଜଶିଟ୍‌ ଫାଇଲ କରି ସିବିଆଇ କହିଛି ଯେ ଜଗଦୀଶ ଟାଇଟଲର…

ମେ ୨୩ରୁ ଅନ୍‌ଲାଇନରେ ଚେକିଂ-ଆଡିସନ୍‌ ଆବେଦନ

କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟ ନମ୍ବରକୁ ନେଇ ସନ୍ଦେହ ରହିଛି, ସେମାନେ ଚଳିତ ମାସ ୨୩ ତାରିଖରୁ ଚେକିଂ-ଆଡିସନ ପାଇଁ ଅନ୍‌ଲାଇନରେ ଆବେଦନ କରିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି। ଅନ୍ୟପଟେ ମଧ୍ୟମା…

ଆଉ ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା – ୪୪.୨ ଡିଗ୍ରି ସହ ସୋନପୁର ଉତ୍ତପ୍ତ

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ୪୪.୨ ଡିଗ୍ରି ତାପମାତ୍ରା ସହ ‌ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ନୂଆପଡ଼ା। ଏଠାରେ ଦିନ ତାପମାତ୍ରା…

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି…

ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କ୍ଲାସ୍‌ରୁମ୍, ଇ-ଲାଇବ୍ରେରି ଓ ଅନ୍ୟ ସୁବିଧା: ୫-ଟି ସଚିବ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ ଦୁଇ ଦିନିଆ…