Month: May 2023

ନଦୀପୋଲ ଉପରେ ସାଢ଼େ ୪ ଘଣ୍ଟା ଅଟକିଲା; ଡିଜେଲ ଇଞ୍ଜିନରେ ଧୀମେଇ ଧୀମେଇ ହାୱଡ଼ା ଗଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର/ଭଦ୍ରକ: ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହାୱଡା ଅଭିମୁଖେ ବାହାରିଛି ଯାଇଛି। ଦ୍ରୁତଗାମୀ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଧୀମେଇ ଧୀମେଇ ହାୱଡା ଅଭିମୁଖେ ଗଡ଼ିଛି। ତେଣୁ ଘଣ୍ଟା…

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ବରଗଡ଼: ରବିବାର ବରଗଡ଼ରେ ଏକ ଚଳନ୍ତା କାର୍‌ ରାସ୍ତା ଉପରେ ଜଳି ଯାଇଛି। ବିଜେପୁରରୁ ତିନିଜଣ ବ୍ୟକ୍ତି ଏକ କାର୍‌ (ଓଡି୧୭-୨୫୨୫)ରେ ବରଗଡ଼ ଫେରୁଥିଲେ। ଅମ୍ବାପାଲି ନିକଟରେ କାର୍‌ଟି ହଠାତ୍‌ ଜଳିଯାଇଥିଲା। କାର୍‌ରେ ବସିଥିବା ବ୍ୟକ୍ତିମାନେ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା…

ଚାନ୍ଦବାଲି ଭୋଟର ପରିବର୍ତ୍ତନ ପାଇଁ ମନସ୍ଥ କରି ସାରିଛନ୍ତି: ମନମୋହନ

ଚାନ୍ଦବାଲି: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଭୋଟର ୨୦୨୪ରେ ପରିବର୍ତ୍ତନ କରିବା ପାଇଁ ମନ ବଳାଇ ସାରିଛନ୍ତି। କେବଳ ତାଙ୍କ ସହ ଯୋଗ ସୂତ୍ର ରକ୍ଷା କରିବା ଆମ ମାନଙ୍କ ପ୍ରାଥମିକତା ରହିବା ଉଚିତ୍ ବୋଲି ଆଜିକାର ସଭାରେ ବିଜେପି ରାଜ୍ୟ ସଭାପତି…

ଆଇପିଏଲ : ଗ୍ରୀନଙ୍କ ଶତକ, ହାଇଦ୍ରାବାଦକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୩ର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ, । ମୁମ୍ବାଇ ଆଗରେ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ଥିବାବେଳେ ମୁମ୍ବାଇ ଚମତ୍କାର ଖେଳ ପ୍ରଦର୍ଶନ…

ସାଉଦିର ସର୍ବପ୍ରଥମ ମହାକାଶ ଅଭିଯାନରେ ଯିବେ ଜଣେ ସ୍ତନ-କର୍କଟରୋଗ ଗବେଷିକା ଓ ଜଣେ ଲଡୁଆ ବିମାନ ଚାଳକ

କେପ୍‌ କନାଭେରାଲ୍‌: ‘ଏକ୍ସିଅମ୍‌ ସ୍ପେସ୍’ଦ୍ବାରା ଆୟୋଜିତ ବେସରକାରୀ ଅଭିଯାନରେ ଆଜି ଫ୍ଲୋରିଡାରୁ ଯିବାକୁ ଥିବା ମହାକାଶ ଯାନରେ ପ୍ରଥମ କରି ସାଉଦି ଆରବରୁ ୨ଜଣ ମହାକାଶଚାରୀ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାତ୍ରା କରିବେ। ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ତନ-କର୍କଟରୋଗ…

୮୦୦ ତଳେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା; ୯ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତକାଲିଠାରୁ ସାମାନ୍ୟ ହ୍ରାସ ପାଇ ମଧ୍ୟ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୮୦୦ ତଳେ ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ସ୍ପେନର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ମାଦ୍ରିଦ୍ : ସ୍ପେନର ରାଜଧାନୀ ମାଦ୍ରିଦଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍/ଏ-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଏକ ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି,…

ଲଞ୍ଚ୍‌ ହେଲା ଏଫ୧ ରେସର ଦ୍ୱାରା ଡିଜାଇନ୍ ହୋଇଥିବା ୭୧ ଲକ୍ଷର ଇଲେକ୍ଟ୍ରିକ୍ ବାଇକ୍!

ନୂଆଦିଲ୍ଲୀ: ଲଞ୍ଚ୍‌ ହେଲା ଭର୍ଜ ମୋଟରସାଇକେଲର ନୂଆ ମଡେଲ୍‌। ଏହି ବାଇକ୍କୁ ଫର୍ମୁଲା ୱାନ୍ (ଏଫ୧) ରେସର ମିକା ହାକକିନ୍ ଡିଜାଇନ୍ କରିଛନ୍ତି । କମ୍ପାନି ଏହାର ମାତ୍ର ୧୦୦ ୟୁନିଟ୍ ବିକ୍ରି କରିବ । କମ୍ପାନି ଏହି ନୂଆ ବାଇକ୍‌କୁ…

ଋଣ ନେଲ, କିନ୍ତୁ କାମ କରୁନ’ ପାକିସ୍ତାନ ଉପରେ ରାଗିଯାଇଛି ଚୀନ

ଇସ୍ଲାମାବାଦ : ନିଜର ପରମ ମିତ୍ର ପାକିସ୍ତାନ ଉପରେ ରାଗିଯାଇଛି ଚୀନ । ପାକିସ୍ତାନ ବିପୁଳ ପରିମାଣର ଅର୍ଥ ନେଇଥିଲେ ବି ସେଠାରେ କାର୍ଯ୍ୟକାରୀ ହେଉଥିବା ଚୀନର ପ୍ରକଳ୍ପ ଗୁଡ଼ିକ ଆଗେଇ ପାରୁନାହିଁ । ପାକିସ୍ତାନରେ ଚୀନର ମହତ୍ତ୍ବାକାଂକ୍ଷୀ ସିପିଇସି ବା…

ମହାରାଷ୍ଟ୍ର ରହସ୍ୟ: ୩ ମାସରେ ପୁଣେରୁ ନିଖୋଜ ହେଲେ ୪୦୦ରୁ ଅଧିକ ମହିଳା ଓ ବାଳିକା

ପୁଣେ: ପୁଣେରୁ ବହୁ ସଂଖ୍ୟକ ମହିଳା ଓ ବାଳିକା ବିଗତ ୩ ମାସ ମଧ୍ୟରେ ନିଖୋଜ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ପୁଣେର ସହରାଞ୍ଚଳ ପିମ୍ପରି ଚିଞ୍ଚୱାଡ ଓ ପୁଣେର ଗ୍ରାମାଞ୍ଚଳରୁ ଗତ ୩ ମାସ ମଧ୍ୟରେ ୪୪୭ ଜଣ ମହିଳା…