Month: May 2023

ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ

ଭୁବନେଶ୍ବର: ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା…

ରାଜ୍ୟରେ ୪୦ ଡିଗ୍ରି ଉପରେ ୨୨ ସହର: ବଲାଙ୍ଗୀରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟବ୍ୟାପି ମଙ୍ଗଳବାର ମୁଣ୍ଡଫଟା ଖରା ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟବାସୀ ଖରାଯୋଗୁଁ ତ୍ରାହିତ୍ରାହି ଡାକିଛନ୍ତି। ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ପୁଲିସ ବାବୁ

ବରଗଡ଼/ଗାଇସିଲାଟ୍‌ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ…

ମା’କୁ ହାଣି ଦେଲା ପୁଅ

ଜଗତସିଂହପୁର : ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା। ପଣତ କାନିରେ ମୁହଁ ପୋଛି ଦେଉଥିଲା। ପୁଅର ସବୁ ଅଳିଅଝଟ ସହୁଥିଲା।ଆଜି ସେହି ମା’କୁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ଜଗତସିଂହପୁର…

ଧୋକ୍କା ଦେଉଛି ଇଏସ୍‌ଆଇ ମଡେଲ ହସ୍ପିଟାଲ, ୧୨ ଡାକ୍ତରରୁ ୯ ଜଣଙ୍କୁ ବଦଳି

ରାଉରକେଲା: ଇଏସ୍‌ଆଇ ଡିସ୍‌ପେନ୍‌ସାରୀ ଭଳି ଇଏସ୍‌ଆଇ ମଡେଲ ହସ୍ପିଟାଲ ଶ୍ରମିକଙ୍କୁ ଧୋକ୍କା ଦେଉଛି। ହସ୍ପିଟାଲର କାର୍ଯ୍ୟରତ ୧୨ ଡାକ୍ତରଙ୍କ ମଧ୍ୟରୁ ୯ ଜଣଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଆସିଛି। ଅର୍ଥାତ୍‌ ଆସନ୍ତା ଦିନରେ ମାତ୍ର ୩ ଡାକ୍ତରରେ ଚାଲିବାକୁ ଯାଉଛି ହସ୍ପି‌ଟାଲ।…

ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ନାହିଁ ସ୍ବତନ୍ତ୍ର ଡାଏଲିସିସ୍ ସୁବିଧା

ଭୁବନେଶ୍ବର : ରାଜ୍ୟ ସରକାର କିଛି ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମାଗଣାରେ ଡାଏଲିସିସ୍ ସୁବିଧା ଦିଆଯାଉଛି। ଅଧିକାଂଶ ଚିକିତ୍ସାଳୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ନାହିଁ। ପ୍ରଶ୍ନ ଉଠୁଛି, ଯେଉଁ ମେସିନ୍‌ରେ ଅନ୍ୟମାନେ ଡାଏଲିସିସ୍ ହେଉଛନ୍ତି ସେହି…

ବସ୍‌ କବ୍‌ଜାରେ ରାଜଧାନୀର ସର୍ଭିସ୍‌ ରୋଡ୍‌, ଟ୍ରାଫିକ୍‌ ଭିଡ଼ରେ ସମସ୍ତେ ହନ୍ତସନ୍ତ

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ପ୍ରମୁଖ ସର୍ଭିସ୍‌ ରୋଡ୍‌ ଏବେ ବସ୍‌ମାନଙ୍କ କବ୍‌ଜାରେ। ଖଣ୍ଡଗିରି-ବରମୁଣ୍ଡା, ଖଣ୍ଡଗିରି ବସ୍‌ ଟର୍ମିନାଲ- ତପୋବନ ସ୍କୁଲ୍‌ ସର୍ଭିସ୍‌ ରୋଡ୍‌ରେ ବସ୍‌ଗୁଡ଼ିକ ପାର୍କିଂ କରୁଛନ୍ତି। ଦିନର ପ୍ରାୟ ସବୁ ସମୟରେ ଶହଶହ ବସ୍‌ ପାର୍କିଂ କରୁଥିବାରୁ ସ୍ବାଭାବିକ ଭାବେ…

ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଚିହ୍ନଟ, ଦୁଇ ଶିକାରୀ ଗିରଫ

ଭୁବନେଶ୍ବର: ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ୱାଇଲଡ ଲାଇଫ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ଏଯାଏ ୧୦ଜଣଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଶିକାରୀଙ୍କୁ ଗିରଫ ବି କରାଯାଇଛି। ଅଭିଯୁକ୍ତଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ…

ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ, ସରକାର ଆଣିବେ ବିଲ୍

ନୂଆଦିଲ୍ଲୀ : ଭୋଟର ତାଲିକା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପରେ ଜନ୍ମ ଓ ମୃତ୍ୟୁ ସଂଖ୍ୟା ଯୋଡିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଙ୍କେତ ଦେଇଛନ୍ତି। ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ…

ଚକୋଲେଟ ଗିଳି ଚାଲିଗଲା ପିଲାର ଜୀବନ

ଲ‌କ୍ଷ୍ମୌ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିଶୁ ତାର ମା’ ଓ ବାପାଙ୍କ ସାମ୍ନାରେ ସବୁଦିନ ପାଇଁ ଆଖିବୁଜି ଦେଇଥିବାର ଏକ ଦୁଃଖଦ ଘଟଣା ଘଟିଛି। ଶିଶୁ ଜଣକ ଏକ ଚକଲେଟ ଖାଇଥିଲା।…