୨୦୧୯ ହେଟସ୍ପିଚ୍ ମାମଲାରେ ଆଜମ ଖାନ ଦୋଷମୁକ୍ତ
ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍ ୨୦୧୯ ମସିହା ହେଟସ୍ପିଚ୍ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।…
ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍ ୨୦୧୯ ମସିହା ହେଟସ୍ପିଚ୍ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।…
ନୂଆଦିଲ୍ଲୀ : ଠିକ୍ ସମୟରେ ଲୋନ ବାବଦ ଅର୍ଥ ଦେଉ ନଥିବା ଲୋକଙ୍କୁ ଠାରୁ ବଳପୂର୍ବକ ଏଜେଣ୍ଟମାନେ ଗାଡ଼ି ଜବତ କରିବା ବେଆଇନ। ଏପରି ଆଚରଣ ସମ୍ବିଧାନରେ ଦିଆଯାଇଥିବା ଜୀବନ ଓ ଜୀବକା ଅଧିକାରର ଖୋଲା ଉଲ୍ଲଙ୍ଘନ। ଏପରି ଧମକପୂର୍ଣ୍ଣ ପଦକ୍ଷେପ…
ଭୁବନେଶ୍ବର : ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍। ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳରେ ଦିଆଯିବ ପରିବହନ ସୁବିଧା। ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ’ ବସ୍। ପ୍ରଥମ ପର୍ଯାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି।…
କଟକ : ଭିଜିଲାନ୍ସ କିମ୍ୱା ଅନ୍ୟ ଫୌଜଦାରୀ ମାମଲା ବିଚାରାଧୀନ ଥିଲେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ। ଆଜି ଏଭଳି ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ୪୬ଟି…
କଟକ : ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା। କରୋନା ପାଇଁ ଗତ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ୍ ପରୀକ୍ଷା ଆଉ ହେବନାହିଁ। କିନ୍ତୁ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ହାପ୍ ଇଅଲି ପରୀକ୍ଷା ହେବ। ଏଥିସହ ଦଶମ…
ଭୁବନେଶ୍ବର : ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର। ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା ସାହିତ୍ୟ ଓ…
କେନ୍ଦୁଝର : ପ୍ରସବ ବେଳେ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିଦେଲେ ଡାକ୍ତର! ଏନେଇ ପ୍ରସୂତିଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର। ସେ କହୁଛନ୍ତି, ପ୍ରସୂତିଙ୍କ ଅନୁମତି ଓ ଦସ୍ତଖତ ନିଆଯାଇ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର…
ସୁନ୍ଦରଗଡ଼ : ନଳକୂପ ରହିଛି। ମାତ୍ର ତା’ ପାଣି କାମରେ ଆସୁନି। ତେଣୁ ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର। ଏପରି ଦୟନୀୟ ଚିତ୍ର ଆସିଛି ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ। କୋଇଡା ବ୍ଲକ୍ କାଲଟା…
ଗଜପତି : ଲାଞ୍ଚ ନେଇ ଫେରାଇଲେ ସବ୍ ଇନ୍ସପେକ୍ଟର ମାଡ଼ାମ। ଘଟଣା ପ୍ରଘଟ ହେବା ପରେ ଟ୍ରାନ୍ସଫର ହେଲେ। ହେଲେ ପ୍ରକୃତି ଛାଡ଼ିଲେ ନାହିଁ। ଅଭିଯୋଗକାରୀକୁ ଅପହରଣ କରାଇ ହରଡଘଣା ଫସି ଗଲେ। ଆଉ ଏବେ ଚାକିରିରୁ ନିଲମ୍ୱିତ ହେଲେ। ଏପରି…
ଭୁବନେଶ୍ବର : ଝାରସୁଗୁଡ଼ା ଜିଲ୍ଲାର ଦୁଇ ବ୍ଲକ ଲାଇକେରା ଓ କିରିମେରାକୁ ନେଇ ନବଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପାଇଁ ୯ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଗତ…