Month: May 2023

ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ, ଜେସିବି ଚଢାଇ ଦେବାକୁ ଉଦ୍ୟମ

କାମାକ୍ଷାନଗର: ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି…

ଦୋ ଛକିରେ ଦୀପାଳି: ଆରମ୍ଭରୁ ଦିଗହରା ଥିଲା ତଦନ୍ତ, ରହସ୍ୟରେ ରହିଗଲା ଷଡ଼ଯନ୍ତ୍ରକାରୀଙ୍କ ଭୂମିକା

ଭୁବନେଶ୍ବର : ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ୧୧୭ଦିନ ପରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ୫୪୩ପୃଷ୍ଠାର ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ କରି ବ୍ୟକ୍ତିଗତ କାରଣ ପାଇଁ ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିବା କହିଛି ।…

ନୂତନ ଅଧ୍ୟକ୍ଷ ମନୋନୀତ ହେବା ପରେ ଡାକ୍ତର ଏକେ ବିଶୋଇଙ୍କ ପ୍ରଥମ ଏମ୍‌ସ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ। ଏମ୍‌ସରେ ଅଧ୍ୟୟନ…

ମାଓବାଦୀଙ୍କଠାରୁ ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ, ୨ ଗିରଫ

ମାଲକାନଗିରି: ମାଓବାଦୀଙ୍କଠାରୁ ୩ଟି ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ ହୋଇଛି। ଏଥିରେ ମୋଟ ୬ ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କରେ ଜମା ହେବାକୁ ଯାଉଥିବା ବେଳେ ୬ ଲଷ ଟଙ୍କା ନଗଦ ଜବତ ହୋଇଛି। ଏଥି ସହିତ ମାଓବାଦୀଙ୍କ ନାଁରେ…

ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ହରେକୃଷ୍ଣ…

ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ପ୍ରଧାନମନ୍ତ୍ରୀ ହିଁ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ : ସଂସଦର ନୂଆ ବିଲଡିଂକୁ କିଏ ଉଦଘାଟନ କରିବ ତାକୁ ନେଇ ପଲଟିକାଲ ହାଇ ଭୋଲଟେଜ ଡ୍ରାମା ଚାଲିଥିବା ବେଳେ ଏଥିରେ ଦଖଲ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ନ୍ୟାୟାଳୟରେ ଶୁଣାଣି…

ଆସିବ ସ୍ୱତନ୍ତ୍ର ୭୫ ଟଙ୍କିଆ କଏନ, ୨୮ରେ ହେବ ଲଞ୍ଚ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ। କାରଣ ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ ବେଳେ ଭାରତ ସରକାର ଏହାକୁ…

୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୪ରେ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ ନିନୋର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜୁନ୍‌…

ମୋଦି ସରକାରଙ୍କୁ ପୂରିଲା ୯ ବର୍ଷ: ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା।…

ଚିତାକୁ ଟ୍ରାକ୍‌ କରୁଥିବା ଟିମକୁ ଡକାୟତ ଭାବି ପ୍ରବଳ ପିଟିଲେ ଗାଁ ଲୋକ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଗୋଟିଏ ଟିମ୍‌କୁ ପ୍ରବଳ ପିଟିଛନ୍ତି ଗାଁ ଲୋକ। ଉଦ୍ୟାନର କର୍ମଚାରୀମାନେ ଚିତାକୁ ଟ୍ରାକ୍‌ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଡକାୟତ ବୋଲି ଭାବି ଶିବପୁରୀ ଜିଲ୍ଲାରେ ଥିବା ଗୋଟିଏ ଗାଁର ଲୋକମାନେ ଆକ୍ରମଣ…