Month: May 2023

୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ହୃଦୟ ଜିତିଲେ ଅଟୋ ଚାଳକ

ବ୍ରହ୍ମପୁର: ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମଣିଷ ପଣିଆ ଦେଖାଇ ଜିତିଛନ୍ତି ହୃଦୟ । ଆମେ କହୁଛୁ ବ୍ରହ୍ମପୁର ସହରର ରେଳ ଷ୍ଟେସନର ଅଟୋ ଚାଳକ ଟି. ସିମାଦ୍ରି ପାତ୍ର । ସୂଚନା ଅନୁଯାୟୀ, ବ୍ରହ୍ମପୁର…

କୁଆଖାଇରେ ଭାସି ୨ ଇଞ୍ଜିନିୟରିଂ ଛାତ୍ର ମୃତ

ଭୁବନେଶ୍ୱର : କାଳ ହେଲା କୁଆଖାଇ ନଦୀ ପଠାରେ ବୁଲିବା। ବାଲିଅନ୍ତା ଇନ୍ଦ୍ରପାଲ ଅଞ୍ଚଳରେ ବୁଡି ଯାଇ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତମୋଣ୍ଡୋର ସ୍ମୃତି ସୌରଭ ଓ ଅନୁଗୁଳ ରେଙ୍ଗାଲିର ସତ୍ୟଜିତ ଦାସ। ଚାରି ଜଣ…

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁର: ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ…

ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବୈପାରିଭଟା ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯୁବକଙ୍କ ନାମ ମନଭତ ଭତରା ଓ ଯୁବତୀଙ୍କ ନାମ ପୁନେଇଁ ଭତରା ବୋଲି ଜଣା ପଡିଛି। ଉଭୟ ବୋକଦା ପଞ୍ଚାୟତର ତାରାଗାଁ ଗୋଟିଗୁଡ଼ା ଗ୍ରାମର।…

ସରକାରୀ କର୍ମଚାରୀଙ୍କ ବଦଳି ନେଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ…

ଗଞ୍ଜେଇ କାରବାରରୁ ବାପ, ପୁଅ କୋଟିପତି

ବ୍ରହ୍ମଗିରି : ନିଶା କାରବାରରୁ କୋଟିପତି ହୋଇଥିବା ଓ ଆଖି ଖୋସିଦେଲା ଭଳି ଅଚଳାଚଳ ସମ୍ପତ୍ତି ଠୁଳ କରିଥିବା ମାଫିଆ ବାପ, ପୁଅଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ ଓ ବ୍ରହ୍ମଗିରି ପୁଲିସ। ନିଶା କାରବାର କରି ଠୁଳ କରୁଥିବା ବହୁ ସଂଖ୍ୟକ…

ୟୁଟୁବ୍ ଭିଡ଼ିଓକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟୁବର ସମେତ ୬ ଅଭିଯୁକ୍ତ ଗିରଫ

ବାଲେଶ୍ବର: ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟିଂ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲା। ଏକ ପୋଷ୍ଟିଂ ଭିଡ଼ିଓରେ ଜଣେ ଫଲୋଅରଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଅଭିଯୋଗ ହେବା…

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ଧର୍ମଗଡ଼: ଡୋକରୀଚଞ୍ଚରା ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଜଳ ପ୍ରପାତରେ ସେଲଫି ନେଉଥିବାବେଳେ ଖସିପଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଡୋକରୀଚଞ୍ଚରାର ୪ ଯୁବକ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଜଣେ ଯୁବକ ସେଲଫି ନେଉଥିବା ବେଳେ ପାଣିକୁ ଖସିପଡ଼ି…

ଡହଡହ ଖରାରେ ଭକ୍ତ ଛଟପଟ, ସରକାରଙ୍କ ଉପରେ ପକାଉଛନ୍ତି ନିଶ୍ୱାସ

ପୁରୀ : ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ଯୋଗୁଁ ଭକ୍ତ ଛଟପଟ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଚଣ୍ଡ ଖରାରେ ସିଝି ବଡ ଦାଣ୍ଡରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି। ସରକାରଙ୍କ ଦାୟିତ୍ୱହୀନତାରୁ ଭକ୍ତ ଭୋଗୁଛି କଷ୍ଟ। ଶ୍ରୀମନ୍ଦିରରୁ ମରିଚିକୋଟ…

ବିବାହକୁ ୩ ମାସ ନପୁରୁଣୁ ଚାଲିଗଲା ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ବିବାହକୁ ୩ ମାସ ନପୁରୁଣୁ ଚାଲିଗଲା ଡାକ୍ତର ସ୍ୱାମୀଙ୍କ ଜୀବନ। ତ୍ରୟମାସିକ ଆନିଭର୍ସରି ପାଳନ ପାଇଁ ଯାଉଥିବା ବେଳେ ଜଗି ବସିଥିଲା ମୃତ୍ୟୁ। ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଆଉ ଚାଲିଗଲା ଡାକ୍ତର…